ଟ୍ରକ୍‌କୁ ପଛରୁ ପିଟି ଦେଲା କାର୍‌; ୨ ମୃତ, ୩ ଗୁରୁତର

ବାରିପଦା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଳମା ଛକରେ  ଘଟିଛି ଏହି ଦୁର୍ଘଟଣା। ଏଥିରେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ  ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ଯାଉଥିବା କାର୍‌ଟି ଏକ ଟ୍ରକ୍‌କୁ ପଛ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଲା। ତେବେ ମୃତକ ଓ ଅାହତଙ୍କ ପରିଚୟ ମିଳିପାରିନାହିଁ।

car

car

Rakesh Mallick
  • Published: Sunday, 14 May 2017
  • Updated: 14 May 2017, 02:25 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story