ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ କ୍ରମେ ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କକୁ ରାଜ୍ୟ ସରକାର ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ଆଜି ଜେଏମଏମ ପକ୍ଷରୁ ମୟୁରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବ୍ୟାଙ୍କ ପୁନଃ ପରିଚାଳନା ସହ ଆର୍ଥିକ ସହାୟତା ପ୍ରଦାନ, ଜମାକାରୀଙ୍କୁ ଶୀଘ୍ର ଟଙ୍କ। ଫେରସ୍ତ କରିବାକୁ ଜେଏମ୍ଏମ୍ ପକ୍ଷରୁ ଦାବି କରାଯାଇଛି। ଗତ ୨୦୦୦ ପରେ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା । ସେତେବେଳେ ବ୍ୟାଙ୍କ ପରିଚାଳନା […]

baripada

baripada

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 04:23 AM IST

Sports

Latest News

baripadaବାରିପଦା: ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ କ୍ରମେ ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କକୁ ରାଜ୍ୟ ସରକାର ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ଆଜି ଜେଏମଏମ ପକ୍ଷରୁ ମୟୁରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବ୍ୟାଙ୍କ ପୁନଃ ପରିଚାଳନା ସହ ଆର୍ଥିକ ସହାୟତା ପ୍ରଦାନ, ଜମାକାରୀଙ୍କୁ ଶୀଘ୍ର ଟଙ୍କ। ଫେରସ୍ତ କରିବାକୁ ଜେଏମ୍ଏମ୍ ପକ୍ଷରୁ ଦାବି କରାଯାଇଛି। ଗତ ୨୦୦୦ ପରେ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା । ସେତେବେଳେ ବ୍ୟାଙ୍କ ପରିଚାଳନା ବୋର୍ଡର ମନଇଚ୍ଛା ଋଣ ପ୍ରଦାନ, ତ୍ରୁଟିଯୁକ୍ତ ପରିଚାଳନା ଓ ଅନାଦେୟ ଋଣର ପରିମାଣ ଆଶାତୀତ ବୃଦ୍ଧି ଯୋଗୁ ଗତବର୍ଷ ଅକ୍ଟୋବରରେ ବ୍ୟାଙ୍କର ଲାଇସେନ୍ସ ରଦ୍ଧ କରି ଜମାକାରୀଙ୍କ ଟଙ୍କା ନେଣଦେଣ ଉପରେ ରୋକ ଲଗାଯାଇଥିଲା। ଏହାପରେ ଗତ ୧୬ ତାରିଖରେ ବ୍ୟାଙ୍କର ଲିକ୍ୟୁଡେଟର୍ ନିଯୁକ୍ତି କରି ବ୍ୟାଙ୍କକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story