କ୍ରିକେଟ୍‌ ବ୍ୟାଟ୍‌ ପାଇଁ ପରିବାର ଲୋକେ ପଇସା ଦେଲେନି; ଛାତ୍ରର ଆତ୍ମହତ୍ୟା!

ବାରିପଦା: କ୍ରିକେଟ୍‌ ବ୍ୟାଟ ପାଇଁ ପରିବାର ଲୋକେ ପଇସା ଦେଲେନି। ଫଳରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଘଟିଛି। ଗତକାଲି ମୁନିଲାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ରଶ୍ମୀରଞ୍ଜନ ବେଜ ଏକ କ୍ରିକେଟ ବ୍ୟାଟ କିଣିବା ପାଇଁ ଘର ଲୋକଙ୍କ ପାଖରେ ଜିଦ୍‌ ଧରି ଥିଲା। ତାଙ୍କ ବାପା ତାଙ୍କୁ ବୁଝାଇବା ସହିତ ବ୍ୟାଟ କିଣିଦେବେ ବୋଲି କହିଥିଲେ। ମାତ୍ର ବାପାଙ୍କ କଥାକୁ […]

baripada

baripada

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 05:00 PM IST

Sports

Latest News

ବାରିପଦା: କ୍ରିକେଟ୍‌ ବ୍ୟାଟ ପାଇଁ ପରିବାର ଲୋକେ ପଇସା ଦେଲେନି। ଫଳରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଘଟିଛି।

ଗତକାଲି ମୁନିଲାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ରଶ୍ମୀରଞ୍ଜନ ବେଜ ଏକ କ୍ରିକେଟ ବ୍ୟାଟ କିଣିବା ପାଇଁ ଘର ଲୋକଙ୍କ ପାଖରେ ଜିଦ୍‌ ଧରି ଥିଲା। ତାଙ୍କ ବାପା ତାଙ୍କୁ ବୁଝାଇବା ସହିତ ବ୍ୟାଟ କିଣିଦେବେ ବୋଲି କହିଥିଲେ। ମାତ୍ର ବାପାଙ୍କ କଥାକୁ ବିଶ୍ୱାସ ନକରି ରଶ୍ମୀରଞ୍ଜନ କୀଟନାଶକ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଉଥିଲେ। ଡାକ୍ତର ତାଙ୍କ ମୃତ ବୋଲି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story