ବାରିପଦା: ମୁହାଁମୁହିଁ ଧକ୍କା ପରେ ଦୁଇଟି ଟ୍ରକ୍‌ରେ ଲାଗି ଗଲା ନିଆଁ, ଜଣେ ଡ୍ରାଇଭର ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ସେଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଫଳରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହେଲପରଙ୍କ ପତ୍ତା ମିଳୁ ନାହିଁ। ରାସ୍ତା ଉପରେ ଟ୍ରକ୍ ଦୁଇଟି ହୁ ହୁ ହୋଇ ଜଳିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ଓ […]

baripada

baripada

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 05:51 PM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ସେଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଫଳରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହେଲପରଙ୍କ ପତ୍ତା ମିଳୁ ନାହିଁ।

ରାସ୍ତା ଉପରେ ଟ୍ରକ୍ ଦୁଇଟି ହୁ ହୁ ହୋଇ ଜଳିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ଓ ଦମକଳବାହିନୀକୁ ସୂଚନା ଦେଇଥିଲେ। ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ।

ବାଙ୍ଗିରିପୋଷି ପୋଲିସ୍ ମୃତ ଡ୍ରାଇଭରଙ୍କ ଶବ ଓ ଗାଡ଼ି ଦୁଇଟିକୁ ଜବତ କରିଥିଲା। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ଚିହ୍ନଟ କରିବା ପାଇଁ ପୋଲିସ୍ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story