ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ

ବାରିପଦା: ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ନିଷ୍ପତ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ଅନାଦେୟ ଋଣର ପରିମାଣ ବଢ଼ିଯିବାରୁ ବ୍ୟାଙ୍କଟି ଦେବାଳିଆ ହୋଇଯାଇଥିଲା। ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବରରେ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦିଆଯାଇଥିଲା। ଏହାପରେ ଗତ ସେପ୍ଟେମ୍ୱର ୧୪ ତାରିଖରେ ରାଜ୍ୟ ସରକାର ବ୍ୟାଙ୍କକୁ ବନ୍ଦ କରିବାକୁ ଘୋଷଣା କରିବା […]

baripada

baripada

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 04:52 AM IST

Sports

Latest News

ବାରିପଦା: ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ନିଷ୍ପତ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ଅନାଦେୟ ଋଣର ପରିମାଣ ବଢ଼ିଯିବାରୁ ବ୍ୟାଙ୍କଟି ଦେବାଳିଆ ହୋଇଯାଇଥିଲା। ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବରରେ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦିଆଯାଇଥିଲା। ଏହାପରେ ଗତ ସେପ୍ଟେମ୍ୱର ୧୪ ତାରିଖରେ ରାଜ୍ୟ ସରକାର ବ୍ୟାଙ୍କକୁ ବନ୍ଦ କରିବାକୁ ଘୋଷଣା କରିବା ସହ ଲିକ୍ୟୁଡିଟର୍ ନିଯୁକ୍ତ କରିଥିଲେ। ତେବେ ବ୍ୟାଙ୍କର ବର୍ତ୍ତମାନର ପରିଚାଳନା କମିଟି ସଭାପତି ଏ ନେଇ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story