ମଦ ବିରୋଧରେ ମାତିଲେ ମହିଳା

ଉଦଳା: ମଦ ବିରୋଧରେ ମାତିଲେ ମହିଳା। ଠେଙ୍ଗା ବାଡ଼ି ଧରି ଶତାଧିକ ମହିଳା ମଦ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା  ଖୁଣ୍ଟା ଥାନା କରକଚିଆର ଘଟିଛି ଏହି ଘଟଣା। କରକଚିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟେରେ ଥିବା  ଏକ ବିଦେଶୀ ମଦ ଦୋକାନକୁ  ହଟେଇବା ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଉକ୍ତ ମଦ ଦୋକାନ ଯୋଗୁ ଘରେ ଘରେ ଅଶାନ୍ତି ହେଉଥିଲା। ତେଣୁ ଏହି ଦୋକାନକୁ ଉଚ୍ଛେଦ ପାଇଁ ମହିଳାମାନେ ପୂର୍ବରୁ ବାରମ୍ବାର ଦାବି […]

mahila--------

mahila--------

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 06:15 PM IST

Sports

Latest News

ଉଦଳା: ମଦ ବିରୋଧରେ ମାତିଲେ ମହିଳା। ଠେଙ୍ଗା ବାଡ଼ି ଧରି ଶତାଧିକ ମହିଳା ମଦ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା  ଖୁଣ୍ଟା ଥାନା କରକଚିଆର ଘଟିଛି ଏହି ଘଟଣା। କରକଚିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟେରେ ଥିବା  ଏକ ବିଦେଶୀ ମଦ ଦୋକାନକୁ  ହଟେଇବା ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଉକ୍ତ ମଦ ଦୋକାନ ଯୋଗୁ ଘରେ ଘରେ ଅଶାନ୍ତି ହେଉଥିଲା। ତେଣୁ ଏହି ଦୋକାନକୁ ଉଚ୍ଛେଦ ପାଇଁ ମହିଳାମାନେ ପୂର୍ବରୁ ବାରମ୍ବାର ଦାବି କରି ଆସୁଥିଲେ। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ବାଧ୍ୟ ହୋଇ ମହିଳାମାନେ ଶେଷରେ ଏଭଳି ଆନ୍ଦୋଳନ କରିଥିଲେ। ଖବର ପାଇ ସ୍ଥାନୀୟ ଅବକାରୀ ଇନ୍ସପେକ୍ଟର ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story