‘ବରିଷ୍ଠ ବୁଣାକାର ସହାୟତା ଯୋଜନା’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ବୁଣାକାର ସହାୟତା ଯୋଜନାକୁ ଲୋକାର୍ପଣ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୮୦୦୦ ବୁଣାକାର ପରିବାର ଉପକୃତ ହେବେ। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ୮୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମାସକୁ ୭୦୦ଟଙ୍କା ଭତ୍ତା ଦିଆଯିବ। ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମାସକୁ ୫୦୦ଟଙ୍କା ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବରିଷ୍ଠ ବୁଣାକାର ସହାୟତା […]

OR photo

OR photo

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 07:43 PM IST

Sports

Latest News

OR photoଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ବୁଣାକାର ସହାୟତା ଯୋଜନାକୁ ଲୋକାର୍ପଣ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୮୦୦୦ ବୁଣାକାର ପରିବାର ଉପକୃତ ହେବେ। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ୮୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମାସକୁ ୭୦୦ଟଙ୍କା ଭତ୍ତା ଦିଆଯିବ। ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ବୁଣାକାରଙ୍କୁ ମାସକୁ ୫୦୦ଟଙ୍କା ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଭତ୍ତା ଟଙ୍କା।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଁ ଯୋଗ ଦେଇଥିବାରୁ ଖୁସି ଅନୁଭବ କରୁଛି। ରାଜ୍ୟର ବୁଣାକାରଙ୍କୁ ଅଭିନନ୍ଦନ ଜଣାଉଛି। ଆମ ବୁଣାକାରମାନେ ଆମ ରାଜ୍ୟର ଗର୍ବ ଓ ଗୌରବ। ଆମେ ବୁଣାକାରଙ୍କ ଉନ୍ନତି ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛୁ। ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପାଇଁ ବହୁବିଧ ଯୋଜନା କରିଛୁ। ସେମାନଙ୍କୁ ହସ୍ତତନ୍ତ ମେସିନ୍‌, ଟ୍ରେନିଂଠାରୁ ଆରମ୍ଭ କରି ଅନେକ ଯୋଜନା କରିଛୁ। ଏହି ଅବସରରେ ବୁଣାକାରଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଏହାର ନାମ ହେଉଛି ‘ବରିଷ୍ଠ ବୁଣାକାର ସହାୟତା ଯୋଜନା’। ଏହି ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି। ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ବରିଷ୍ଠ ବୁଣାକାରଙ୍କୁ ୫୦୦ ଟଙ୍କା ଓ ୮୦ ବର୍ଷରୁ ଅଧିକ ବରିଷ୍ଠ ବୁଣାକାରଙ୍କୁ ୭୦୦ ଟଙ୍କା ଭତ୍ତା  ପ୍ରଦାନ କରିବାକୁ ଯୋଜନା କରିଛୁ। ୨୦ବର୍ଷରୁ ଅଧିକ କାମ କରିଥିବା ବୁଣାକାରମାନେ ଏହି ସୁବିଧା ପାଇପାରିବେ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଣାକାର ସହାୟକ ପୁସ୍ତିକାକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ୨୦୧୫-୧୬ ବର୍ଷରେ ରାଜ୍ୟ ସର୍ବାଧିକ ହସ୍ତତନ୍ତ ଉତ୍ପାଦନ କରିଥିବା ବୁଣାକାର ସମବାୟ ସମିତିର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କଟକ ଜିଲ୍ଲା ଆଠଗଡ ଜୋନ୍‌ର ଶ୍ରୀ ଦୁର୍ଗା ସମବାୟ ସମିତି ନୂଆପାଟଣା ୨୦୧୫-୧୬ ବର୍ଷରେ ମୋଟ ୩,୨୫,୩୦,୦୦୦ ଟଙ୍କା ବସ୍ତ୍ର ବିକ୍ରି କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଏହି ସମିତିକୁ ୩ ଲକ୍ଷ। ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଓ ମାନପତ୍ର ଦେଇଥିଲେ। ସେହିପରି ମା ତାରିଣୀ ମହିଳା ପ୍ରାଥମିକ ହସ୍ତତନ୍ତ ବୁଣାକାର ସମିତି ନୂଆପାଟଣା ୩,୧୫,୫୫,୦୦୦ ବସ୍ତ୍ର ବିକ୍ରି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ମହାଲକ୍ଷ୍ମୀ ତନ୍ତୁକାର ପ୍ରାଥମିକ ସମିତି ମୁଖ୍ୟମନ୍ତ୍ରୀଙ୍କଠାରୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ମାନପତ୍ର ପାଇଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story