ବସ୍‌ ଷ୍ଟାଣ୍ଡରୁ ୧୮ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ପୋଲିସ୍‌ ଆଜି ବାରକୋଟ ବସ୍‌ ଷ୍ଟାଣ୍ଡରୁ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଶ୍ରମିକ ଅଛନ୍ତି। ଶ୍ରମି ବିଭାଗ ସେମାନଙ୍କୁ ଶ୍ରମିକମାନଙ୍କୁ ନିଜ ଗାଁ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ  ଛାଡ଼ିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡ଼ାରେ ଇଟା ଭାଟିରେ କାମ କରିବା ପାଇଁ ୧୮ ଜଣ ଦାଦନ ଶ୍ରମିକ ବାରକୋଟ ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ କୋମନା ପୋଲିସ୍‌ ସେଠାରେ ପହଞ୍ଚି ସେମାନଙ୍କୁ […]

komana-bus-stand

komana-bus-stand

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 10:04 PM IST

Sports

Latest News

komana-bus-standନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ପୋଲିସ୍‌ ଆଜି ବାରକୋଟ ବସ୍‌ ଷ୍ଟାଣ୍ଡରୁ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଶ୍ରମିକ ଅଛନ୍ତି। ଶ୍ରମି ବିଭାଗ ସେମାନଙ୍କୁ ଶ୍ରମିକମାନଙ୍କୁ ନିଜ ଗାଁ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ  ଛାଡ଼ିଥିବା ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡ଼ାରେ ଇଟା ଭାଟିରେ କାମ କରିବା ପାଇଁ ୧୮ ଜଣ ଦାଦନ ଶ୍ରମିକ ବାରକୋଟ ବସ୍‌ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ କୋମନା ପୋଲିସ୍‌ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଇଟା ଭାଟିରେ କାମ କଲେ ଜଣକା ୧୭,୦୦୦ ଟଙ୍କା ଦିଆଯିବ ବୋଲି କହି ଜଣେ ଦଲାଲ ସେମାନଙ୍କୁ ନେଇଯାଉଥିବା ଅଭିଯୋଗ ହୋଇଛି।

ଗାଁରେ କାମଧନ୍ଦା ମିଳୁନଥିବାରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି ବୋଲି ଶ୍ରମିକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story