ବର୍ଷା ସୋନୀ ମାମଲା: ଭରଣପୋଷଣ ପାଇଁ ମାସିକ ୧୬ ହଜାର ଟଙ୍କା ଦେବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

ବାଲେଶ୍ୱର: ବହୁଚର୍ଚ୍ଚିତ ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାରେ ଫାମିଲି କୋର୍ଟ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ମାସିକ  ୧୬ ହଜାର ଟଙ୍କା ଦେବାକୁ ପ୍ରତିପକ୍ଷଙ୍କୁ ଫାମିଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୪ ତାରିଖରେ ବର୍ଷାସୋନୀଙ୍କ ଭରଣ ପୋଷଣ ବାବଦକୁ ମାସକୁ ୨୫ ହଜାର ଟଙ୍କା ଦେବାକୁ ପରିବାର ଅଦାଲତ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଥିଲେ । ବର୍ଷାସୋନୀଙ୍କ ଓକିଲଙ୍କ ଯୁକ୍ତି ଅନୁସାରେ ରାଜାଶ୍ରୀ ଏକ ଘରୋଇ  କମ୍ପାନୀରେ ଚାକିରି କରିଛନ୍ତି। ସେଠାରେ ତାଙ୍କର ମାସିକ ଦରମା […]

barsa

barsa

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 09:46 AM IST

Sports

Latest News

ବାଲେଶ୍ୱର: ବହୁଚର୍ଚ୍ଚିତ ବର୍ଷାସୋନୀ ଯୌତୁକ ନିର୍ଯାତନା ମାମଲାରେ ଫାମିଲି କୋର୍ଟ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ମାସିକ  ୧୬ ହଜାର ଟଙ୍କା ଦେବାକୁ ପ୍ରତିପକ୍ଷଙ୍କୁ ଫାମିଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରୀ ୧୪ ତାରିଖରେ ବର୍ଷାସୋନୀଙ୍କ ଭରଣ ପୋଷଣ ବାବଦକୁ ମାସକୁ ୨୫ ହଜାର ଟଙ୍କା ଦେବାକୁ ପରିବାର ଅଦାଲତ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଥିଲେ ।

ବର୍ଷାସୋନୀଙ୍କ ଓକିଲଙ୍କ ଯୁକ୍ତି ଅନୁସାରେ ରାଜାଶ୍ରୀ ଏକ ଘରୋଇ  କମ୍ପାନୀରେ ଚାକିରି କରିଛନ୍ତି। ସେଠାରେ ତାଙ୍କର ମାସିକ ଦରମା ୧ଲକ୍ଷ ୬୦ହଜାର ଟଙ୍କାରୁ ଅଧିକ। ସେହିପରି ହୋଟେଲ, ଜମିଜମାକୁ ମିଶାଇ ବାର୍ଷିକ ମୋଟ ୩୦ଲକ୍ଷ ଟଙ୍କା ରାଜାଶ୍ରୀ ରୋଜଗାର କରିଥାନ୍ତି।

ତେବେ ରାଜାଶ୍ରୀ ଓକିଲ କହିଥିଲେ, ରାଜାଶ୍ରୀ ବର୍ତ୍ତମାନ ଆଇନ ମହାବିଦ୍ୟାଳୟରେ ଛାତ୍ର ଅଛନ୍ତି। ତାଙ୍କର କିଛି ରୋଜଗାର ନ ଥିବାବେଳେ ଏତେ ଟଙ୍କା ରାଜାଶ୍ରୀ କେଉଁଠୁ ଆଣିବେ ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହିତ ପରିବାର ଅଦାଲତର ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ତାଙ୍କ ଓକିଲ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story