ଜଣେ ଅପରାଧୀ ପ୍ରବଣ ବିଧାୟକଙ୍କୁ ରାଜସ୍ୱ ମନ୍ତ୍ରୀ କ୍ଲିନ୍‌ଚିଟ୍‌ ଦେବା ଦୁର୍ଭାଗ୍ୟଜନକ: ବସନ୍ତ ପଣ୍ଡା

ଭୁବନେଶ୍ୱର: ମହିଳା ତହସିଲଦାରଙ୍କୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଏଭଳି ଜଣେ ଅପରାଧୀ ପ୍ରବଣ ବିଧାୟକଙ୍କୁ କ୍ଲିନ୍‌ଚିଟ୍‌ ଦେବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି,“ଘଟଣାର ତଦନ୍ତ ଚାଲିଥିବା ବେଳେ ମନ୍ତ୍ରୀ ଜଣେ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଆକ୍ରମଣକାରୀ ବିଧାୟକଙ୍କ ସପକ୍ଷରେ ଯୁକ୍ତି ବାଡୁଛନ୍ତି। […]

basant-panda

basant-panda

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 10:21 PM IST

Sports

Latest News

ଭୁବନେଶ୍ୱର: ମହିଳା ତହସିଲଦାରଙ୍କୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଏଭଳି ଜଣେ ଅପରାଧୀ ପ୍ରବଣ ବିଧାୟକଙ୍କୁ କ୍ଲିନ୍‌ଚିଟ୍‌ ଦେବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ସେ କହିଛନ୍ତି,“ଘଟଣାର ତଦନ୍ତ ଚାଲିଥିବା ବେଳେ ମନ୍ତ୍ରୀ ଜଣେ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଆକ୍ରମଣକାରୀ ବିଧାୟକଙ୍କ ସପକ୍ଷରେ ଯୁକ୍ତି ବାଡୁଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ବିନା ଇଙ୍ଗିତରେ ମନ୍ତ୍ରୀ ଏପରି ମନ୍ତବ୍ୟ ଦେବା ସମ୍ଭବ ନୁହେଁ।”

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସିଧାସଳଖ ତହସିଲଦାରଙ୍କୁ ଆକ୍ରମଣ କରିନାହାନ୍ତି ବୋଲି ଗ୍କାଲି ରାଜସ୍ୱମନ୍ତ୍ରୀ ରାଉତରାୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story