ବାୟୁସେନାର ନିଖୋଜ ବିମାନରେ ଅଛନ୍ତି ଜଣେ ଓଡ଼ିଆ

ଭୁବନେଶ୍ୱର: ବାୟୁସେନାର ନିଖୋଜ ବିମାନ ଏଏନ୍‌-୩୨ରେ ଜଣେ ଓଡ଼ିଆ ଅଛନ୍ତି। ତାଙ୍କ ନାଁ ଚରଣ ମହାରଣା। ଚରଣଙ୍କ ଘର ବ୍ରହ୍ମପୁର ଉପଖଣ୍ଡ ସୁକୁଣ୍ଡାରେ। ଚରଣ ୨୦୧୪ରେ ନୌସେନାରେ ଟେକନିସିଆନ ଭାବେ ଯୋଗ ଦେଇଥିଲେ। ଏହି ଘଟଣା ପରେ ଚରଣଙ୍କ ବିଷୟରେ ସଠିକ୍‌ ସୂଚନା ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗତକାଲି ରାତିରେ ଚରଣ ଘରକୁ ଫୋନ କରିଥିଲେ। ଆଜି ଆଉ ତାଙ୍କ ଫୋନ ଲାଗୁ ନ ଥିବା କରିବାର ଲୋକେ କହିଛନ୍ତି। ଚରଣଙ୍କ […]

charan

charan

Rakesh Mallick
  • Published: Friday, 22 July 2016
  • Updated: 22 July 2016, 11:15 PM IST

Sports

Latest News

ଭୁବନେଶ୍ୱର: ବାୟୁସେନାର ନିଖୋଜ ବିମାନ ଏଏନ୍‌-୩୨ରେ ଜଣେ ଓଡ଼ିଆ ଅଛନ୍ତି। ତାଙ୍କ ନାଁ ଚରଣ ମହାରଣା। ଚରଣଙ୍କ ଘର ବ୍ରହ୍ମପୁର ଉପଖଣ୍ଡ ସୁକୁଣ୍ଡାରେ। ଚରଣ ୨୦୧୪ରେ ନୌସେନାରେ ଟେକନିସିଆନ ଭାବେ ଯୋଗ ଦେଇଥିଲେ।

ଏହି ଘଟଣା ପରେ ଚରଣଙ୍କ ବିଷୟରେ ସଠିକ୍‌ ସୂଚନା ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗତକାଲି ରାତିରେ ଚରଣ ଘରକୁ ଫୋନ କରିଥିଲେ। ଆଜି ଆଉ ତାଙ୍କ ଫୋନ ଲାଗୁ ନ ଥିବା କରିବାର ଲୋକେ କହିଛନ୍ତି।

ଚରଣଙ୍କ ଜଣେ ବନ୍ଧୁ ଘରକୁ ଫୋନ୍‌ କରି ନିଖୋଜ ବିମାନରେ ଚରଣ ପୋର୍ଟବ୍ଲେୟାର ଯାଉଥିଲେ ବୋଲି କହିଥିଲେ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos