ନଭେମ୍ବରରୁ ସମବାୟ ସପ୍ତାହ

ଭୁବନେଶ୍ୱର: ନଭେମ୍ବରରେ ଆୟୋଜିତ ହେବ ସମବାୟ ସପ୍ତାହ। ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସମବାୟ ସପ୍ତାହ ପାଳନ କରିବ ସମବାୟ ବିଭାଗ। ଏହି ଅବସରରେ ୫୦ ଲକ୍ଷ ଚାଷୀଙ୍କୁ ‘ରୁପେ’ କାର୍ଡ ପ୍ରଦାନ କରାଯିବା। ଏହାସହ ଋଣ ଗ୍ରହିତାଙ୍କ ସମସ୍ତ ତଥ୍ୟ ଏକ ସ୍ୱତନ୍ତ୍ର  ୱେବସାଇଟରେ ରହିବ। ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିବେ।  ଏଥିରେ ବିଭିନ୍ନ ବିଭାଗରେ ଥିବା ଶ୍ରେଷ୍ଠ ସମବାୟ ସମିତିକୁ ପୁରସ୍କୃତ କରାଯିବ।

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 09:52 AM IST

Sports

Latest News

ଭୁବନେଶ୍ୱର: ନଭେମ୍ବରରେ ଆୟୋଜିତ ହେବ ସମବାୟ ସପ୍ତାହ। ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସମବାୟ ସପ୍ତାହ ପାଳନ କରିବ ସମବାୟ ବିଭାଗ। ଏହି ଅବସରରେ ୫୦ ଲକ୍ଷ ଚାଷୀଙ୍କୁ ‘ରୁପେ’ କାର୍ଡ ପ୍ରଦାନ କରାଯିବା। ଏହାସହ ଋଣ ଗ୍ରହିତାଙ୍କ ସମସ୍ତ ତଥ୍ୟ ଏକ ସ୍ୱତନ୍ତ୍ର  ୱେବସାଇଟରେ ରହିବ। ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିବେ।  ଏଥିରେ ବିଭିନ୍ନ ବିଭାଗରେ ଥିବା ଶ୍ରେଷ୍ଠ ସମବାୟ ସମିତିକୁ ପୁରସ୍କୃତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos