ଶିଳ୍ପ ପାଇଁ ଡିଲ୍‌ ମାମଲା: ଥାନାର ଦ୍ୱାରସ୍ଥ ହେଲେ ୪ ବିଧାୟକ

ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକ ଅର୍ଥ ମାଗିବା ଅଭିଯୋଗ ମାମଲାରେ ନୂଆ ମୋଡ଼ ଆସିଛି। ଷ୍ଟିଙ୍ଗ୍‌ ଅପରେସନ୍‌ରେ ଧରାପଡ଼ିଥିବା ୪ ବିଧାୟକ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ଶିଳ୍ପ ପ୍ରତିଷ୍ଠା ନାଁରେ ସେମାନଙ୍କ ସହ ମିଥ୍ୟା ଆଲୋଚନା କରି ତାକୁ ରେକର୍ଡ କରାଯାଇଛି। ପରେ ଏହି ରେକର୍ଡିଂକୁ ପଠାଇ ସେମାନଙ୍କୁ ବ୍ଲାକ୍‌ମେଲ୍‌ କରାଯିବା ସହ ଟଙ୍କା ମାଗି ବିଫଳ ହେବାରୁ ତାକୁ ଗଣମାଧ୍ୟମରେ ବଜାଇ ସେମାନଙ୍କୁ ବଦ୍‌ନାମ କରାଯାଉଥିବା ବିଧାୟକମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏଭଳି […]

mamola

mamola

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 08:37 AM IST

Sports

Latest News

mamola ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକ ଅର୍ଥ ମାଗିବା ଅଭିଯୋଗ ମାମଲାରେ ନୂଆ ମୋଡ଼ ଆସିଛି। ଷ୍ଟିଙ୍ଗ୍‌ ଅପରେସନ୍‌ରେ ଧରାପଡ଼ିଥିବା ୪ ବିଧାୟକ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ଶିଳ୍ପ ପ୍ରତିଷ୍ଠା ନାଁରେ ସେମାନଙ୍କ ସହ ମିଥ୍ୟା ଆଲୋଚନା କରି ତାକୁ ରେକର୍ଡ କରାଯାଇଛି। ପରେ ଏହି ରେକର୍ଡିଂକୁ ପଠାଇ ସେମାନଙ୍କୁ ବ୍ଲାକ୍‌ମେଲ୍‌ କରାଯିବା ସହ ଟଙ୍କା ମାଗି ବିଫଳ ହେବାରୁ ତାକୁ ଗଣମାଧ୍ୟମରେ ବଜାଇ ସେମାନଙ୍କୁ ବଦ୍‌ନାମ କରାଯାଉଥିବା ବିଧାୟକମାନେ ଅଭିଯୋଗରେ ଦର୍ଶାଇଛନ୍ତି।

ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି  କରିଛନ୍ତି ୪ ବିଧାୟକ।

ଅନ୍ୟପକ୍ଷରେ ଷ୍ଟିଙ୍ଗ୍‌ ଅପରେସନ୍‌ରେ ଧରାପଡ଼ିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ୍‌ ଥାନାରେ ଏତଲା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story