ସରକାରୀ ଜମି ବେଆଇନ ବିକ୍ରି ପ୍ରସଙ୍ଗ: ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଲା ପ୍ରଶାସନ,ଲୋକଙ୍କ ରାସ୍ତାରୋକ

ଭୁବନେଶ୍ୱର: ମାଫିଆଙ୍କ କବଜାରେ ରାଜଧାନୀରେ ସରକାରୀ ଜମି ସମ୍ପର୍କିତ ଖବର ଓଟିଭିରେ ପ୍ରସାରଣ ହେବା ପରେ ଆଜି ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ବିଡିଏ, ବିଏମସି ଓ ଜିଏର ମିଳିତ ସ୍କ୍ୱାଡ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ସ୍ଥାନୀୟ ଲୋକେ ରାସ୍ତା ଉପରେ ପଥର ପକାଇ  ରାସ୍ତାରୋକ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ଭରତପୁର ଓ ଶାମ୍‌ପୁରରେ ବିଡିଏ, ବିଏମସି ଓ ସାଧାରଣ ପ୍ରଶାସନ ବିଭାଗ ଜିଏର ମିଳିତ ସ୍କ୍ୱାଡ ସରଜମିନ […]

bbsr

bbsr

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 06:37 PM IST

Sports

Latest News

ଭୁବନେଶ୍ୱର: ମାଫିଆଙ୍କ କବଜାରେ ରାଜଧାନୀରେ ସରକାରୀ ଜମି ସମ୍ପର୍କିତ ଖବର ଓଟିଭିରେ ପ୍ରସାରଣ ହେବା ପରେ ଆଜି ବେଆଇନ ନିର୍ମାଣ ଭାଙ୍ଗିବା ପାଇଁ ବିଡିଏ, ବିଏମସି ଓ ଜିଏର ମିଳିତ ସ୍କ୍ୱାଡ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ସ୍ଥାନୀୟ ଲୋକେ ରାସ୍ତା ଉପରେ ପଥର ପକାଇ  ରାସ୍ତାରୋକ କରିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଭରତପୁର ଓ ଶାମ୍‌ପୁରରେ ବିଡିଏ, ବିଏମସି ଓ ସାଧାରଣ ପ୍ରଶାସନ ବିଭାଗ ଜିଏର ମିଳିତ ସ୍କ୍ୱାଡ ସରଜମିନ ତଦନ୍ତ କରିଥିଲେ। ଏଥିସହ ବେଆଇନ ନିର୍ମାଣ ଭଙ୍ଗା ଯିବ ବୋଲି ମାଇକ ଯୋଗେ ଘୋଷଣା କରାଯାଇଥିଲା। ଭରତପୁରରେ ୮ଶହ ସ୍କୋୟାର ଫୁଟ ସରକାରୀ ଜମିକୁ ୪୦ ହଜାରରୁ ୬୦ ହଜାର ଟଙ୍କାରେ ବିକ୍ରି ହେଉଥିବା ନେଇ ଓଟିଭି ଖୁଲାସା କରିଥିଲା। ଦଲାଲ୍‌ କିଭଳି ଟଙ୍କା ନେଇ କୋଟି କୋଟି ଟଙ୍କାର ଜମି ଠକେଇ କରିଥିଲେ ସେନେଇ ଅନୁସନ୍ଧାନମୂଳକ ରିପୋର୍ଟ ଦେଖାଇଥିଲା ଓଟିଭି। ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ଜିଏ ଡିପାର୍ଟମେଣ୍ଟ।

ବିଡିଏ ଉପାଧ୍ୟକ୍ଷ କିଷନ କୁମାର କହିଛନ୍ତି,“ଜମି ହଡ୍‌ପ ନେଇ ଖବର ପ୍ରସାରଣ ପରେ ଉଚ୍ଛେଦ ନେଇ ନିଷ୍ପତ୍ତି ନିଆଯାଇଥିଲା। ତଦନ୍ତରୁ ଯାହା ଜଣାପଡ଼ୁଛି ଏହା ଏକ ସଙ୍ଗଠିତ ଜମି କବ୍‌ଜା କାର୍ଯ୍ୟ। ଏହା ବିରୋଧରେ କଠୋର ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story