ଜୁଲାଇରୁ ଭୁବନେଶ୍ୱର ଆଇଆଇଟିରେ ବଢ଼ିବ ୮୦ ସିଟ୍

ଭୁବନେଶ୍ୱର: ବୈଷୟିକ ଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜୁଲାଇ ଭୁବନେଶ୍ୱର ଆଇଆଇଟିର ସିଟ୍ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ହେବ। ଏବେ ଏଠାରେ ସିଟ୍ ସଂଖ୍ୟା ୧୮୦ ଥିବା ବେଳେ ଜୁଲାଇରୁ ଏହି ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ। ଅର୍ଥାତ୍ ୮୦ଟି ସିଟ୍ ବଢ଼ିବ। ଶୁକ୍ରବାର ଆଇଆଇଟିର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି ଆଇଆଇଟି ନିର୍ଦ୍ଦେଶକ ଆର୍.ଭି ରାଜକୁମାର। ସେ କହିଛନ୍ତି, ଆଗକୁ ପ୍ରତିବର୍ଷ ସିଟ୍ ଓ […]

iitbbsr

iitbbsr

Rakesh Mallick
  • Published: Friday, 12 February 2016
  • Updated: 12 February 2016, 01:50 PM IST

Sports

Latest News

ଭୁବନେଶ୍ୱର: ବୈଷୟିକ ଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜୁଲାଇ ଭୁବନେଶ୍ୱର ଆଇଆଇଟିର ସିଟ୍ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ହେବ। ଏବେ ଏଠାରେ ସିଟ୍ ସଂଖ୍ୟା ୧୮୦ ଥିବା ବେଳେ ଜୁଲାଇରୁ ଏହି ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ। ଅର୍ଥାତ୍ ୮୦ଟି ସିଟ୍ ବଢ଼ିବ। ଶୁକ୍ରବାର ଆଇଆଇଟିର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି ଆଇଆଇଟି ନିର୍ଦ୍ଦେଶକ ଆର୍.ଭି ରାଜକୁମାର।

ସେ କହିଛନ୍ତି, ଆଗକୁ ପ୍ରତିବର୍ଷ ସିଟ୍ ଓ ଅଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଆଗାମୀ ୫ ବର୍ଷ ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରାଯିବ।

ଆଜି ଏହି ଅନୁଷ୍ଠାନର ଅଷ୍ଟମ ପ୍ରତିଷ୍ଠା ଦିବସର ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ଏହି ଆଇଆଇଟିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ଶିକ୍ଷା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନକୁ ଏକ ଉଦାହରଣ ସୃଷ୍ଟି କରୁ ବୋଲି ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟର ବିକାଶ ପାଇଁ ତାଙ୍କ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେଥିରେ ଭୁବନେଶ୍ୱର ଆଇଆଇଟି ବୈଷୟିକ ପାର୍ଟନର ଭାବେ କାର୍ଯ୍ୟ କରିବ ବୋଲି ତାଙ୍କର ଆଶା।

ସେହିପରି ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଥିଲେ ଯେ ଭୁବନେଶ୍ୱର ଆଇଆଇଟି ବିଶ୍ୱର ଏକ ବଢ଼ିଆ ଅନୁଷ୍ଠାନ ଭାବେ ଉଭା ହେବ। ଗରିବ ଲୋକଙ୍କ ଉନ୍ନତି ଦିଗରେ ବୈଷୟିକ ଜ୍ଞାନକୌଶଳ ବିକାଶର ଏହା କାର୍ଯ୍ୟ କରିବ ବୋଲି ତାଙ୍କର ଆଶା।

ପ୍ରତିଷ୍ଠା ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବୈଦେଶିକ ସଚିବ ଲଳିତ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୦୯ ଫେବ୍ରୁଆରୀ ୧୨ରେ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଆରମ୍ଭ ହୋଇଥିଲା ଭୁବନେଶ୍ୱର ଆଇଆଇଟି। ଏବେ ଏଠାରେ ଛାତ୍ରଛାତ୍ରୀ ସଂଖ୍ୟା ୧୦୦୦ ଟପି ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story