ଆନ୍ତର୍ଜାତିକ ପ୍ଲାଷ୍ଟିକ ପ୍ରଦର୍ଶନୀରେ ଯୋଗଦେବେ ଓଡ଼ିଶାର ୨୦୦ ପ୍ଲାଷ୍ଟିକ ଶିଳ୍ପୋଦ୍ୟୋଗୀ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ ଶିଳ୍ପ ପ୍ରତିଷ୍ଠା ପାଇଁ ଉତ୍କୃଷ୍ଟ ଭିତ୍ତିଭୂମି ରହିଛି। ଭୁବନେଶ୍ୱରରେ ପ୍ଲାଷ୍ଟିକ୍ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଭିଜିଟର୍ସ ପ୍ରମୋସନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମଏସଏମଇ ସଚିବ ଏଲ. ଏନ୍. ଗୁପ୍ତା ଏହା କହିଛନ୍ତି। ଫାଉଣ୍ଡେସନ ପକ୍ଷରୁ ଫେବୃଆରୀ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୁଜରାଟ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ପ୍ଲାଷ୍ଟିକ ପ୍ରଦର୍ଶନୀ। ଓଡ଼ିଶାରୁ ପ୍ରାୟ ୨୦୦ ପ୍ଲାଷ୍ଟିକ ଶିଳ୍ପୋଦ୍ୟୋଗୀ । ଏଥିରେ ଯୋଗଦେବେ। ପ୍ରଦର୍ଶନୀରେ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଉନ୍ନତ ଜ୍ଞାନକୌଶଳ, ଅତ୍ୟାଧୁନିକ […]

nn

nn

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 12:35 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ ଶିଳ୍ପ ପ୍ରତିଷ୍ଠା ପାଇଁ ଉତ୍କୃଷ୍ଟ ଭିତ୍ତିଭୂମି ରହିଛି। ଭୁବନେଶ୍ୱରରେ ପ୍ଲାଷ୍ଟିକ୍ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଭିଜିଟର୍ସ ପ୍ରମୋସନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମଏସଏମଇ ସଚିବ ଏଲ. ଏନ୍. ଗୁପ୍ତା ଏହା କହିଛନ୍ତି। ଫାଉଣ୍ଡେସନ ପକ୍ଷରୁ ଫେବୃଆରୀ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୁଜରାଟ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ପ୍ଲାଷ୍ଟିକ ପ୍ରଦର୍ଶନୀ। ଓଡ଼ିଶାରୁ ପ୍ରାୟ ୨୦୦ ପ୍ଲାଷ୍ଟିକ ଶିଳ୍ପୋଦ୍ୟୋଗୀ । ଏଥିରେ ଯୋଗଦେବେ। ପ୍ରଦର୍ଶନୀରେ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଉନ୍ନତ ଜ୍ଞାନକୌଶଳ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିଭିନ୍ନ ନୂଆ ନୂଆ ପ୍ରଡକ୍ଚ ଉପରେ ଶିଳ୍ପଦ୍ୟୋଗୀମାନେ ଅବଗତ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story