ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ କଡ଼ା ପଦକ୍ଷେପ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ କଡ଼ା ପଦକ୍ଷେପ ନିଆଯାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ କପି ହେଉଥିବା ଅଭିଯୋଗକୁ ଗୁରୁତର ସହିତ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଗ୍ରାମାଞ୍ଚଳର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯିବ।  ଅସାଧୁ ଉପାୟ ଅବଲମ୍ବନ କରୁଥିବା ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏସପି ଓ ଜିଲ୍ଲାପାଳଙ୍କ ସହାୟତା ନିଆଯିବ।  ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥାରେ ମଧ୍ୟ କିଛିଟା ସଂସ୍କାର ‌ଆଣିବାକୁ ବୋର୍ଡ ବିଚାର କରୁଛି। ଚଳିତବର୍ଷ ଫେବ୍ରୁ‌ଆରି ୨୩ରୁ […]

mm

mm

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 12:33 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ କଡ଼ା ପଦକ୍ଷେପ ନିଆଯାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ କପି ହେଉଥିବା ଅଭିଯୋଗକୁ ଗୁରୁତର ସହିତ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଗ୍ରାମାଞ୍ଚଳର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯିବ।  ଅସାଧୁ ଉପାୟ ଅବଲମ୍ବନ କରୁଥିବା ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏସପି ଓ ଜିଲ୍ଲାପାଳଙ୍କ ସହାୟତା ନିଆଯିବ।  ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥାରେ ମଧ୍ୟ କିଛିଟା ସଂସ୍କାର ‌ଆଣିବାକୁ ବୋର୍ଡ ବିଚାର କରୁଛି।

ଚଳିତବର୍ଷ ଫେବ୍ରୁ‌ଆରି ୨୩ରୁ ‌ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥର ୫ ଲକ୍ଷ ୯୦ ହଜାର ୩୩୦ ପିଲା ପରୀକ୍ଷା ଦେଇଛନ୍ତି। ପିଲାଙ୍କ ପାଇଁ ୨ହଜାର ୮୧୮ ଟି ପରୀକ୍ଷା କେନ୍ଦ୍ର କରାଯାଇଛି।  ତା’ ସହିତ ପ୍ରଶ୍ନପତ୍ର ରଖିବାକୁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story