ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା ନେଇ ଆଜି ବସିବ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।  ରାଜସ୍ୱ ମନ୍ତ୍ରୀଙ୍କ ସହ ସମବାୟ କୃଷି ଓ ଜଳସେଚନ ବିଭାଗ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନା କରିବେ।  ୧୪ ଟି ଜିଲ୍ଲାର ୩୦ଟି ବ୍ଲକରେ ମରୁଡି ଭଳି ପରିସ୍ଥିତି ଦେଖାଦେଇଥିବା ନେଇ କୃଷିମନ୍ତ୍ରୀ ପୂର୍ବରୁ କହିଥିଲେ । ମନ୍ତ୍ରୀ କହିଥିଲେ,“ଖରିଫ୍ ଫସଲରେ ପ୍ରତିକୂଳ ପ୍ରଭାବ ପଡ଼ିଛି। କିନ୍ତୁ ଏହାକୁ ମରୁଡ଼ି କୁହାଯାଇ ପାରିବନାହିଁ।  ଚଳିତବର୍ଷ କେତେ ଜମିରେ ଖରିଫ ଚାଷ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 07:41 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।  ରାଜସ୍ୱ ମନ୍ତ୍ରୀଙ୍କ ସହ ସମବାୟ କୃଷି ଓ ଜଳସେଚନ ବିଭାଗ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନା କରିବେ।  ୧୪ ଟି ଜିଲ୍ଲାର ୩୦ଟି ବ୍ଲକରେ ମରୁଡି ଭଳି ପରିସ୍ଥିତି ଦେଖାଦେଇଥିବା ନେଇ କୃଷିମନ୍ତ୍ରୀ ପୂର୍ବରୁ କହିଥିଲେ ।

ମନ୍ତ୍ରୀ କହିଥିଲେ,“ଖରିଫ୍ ଫସଲରେ ପ୍ରତିକୂଳ ପ୍ରଭାବ ପଡ଼ିଛି। କିନ୍ତୁ ଏହାକୁ ମରୁଡ଼ି କୁହାଯାଇ ପାରିବନାହିଁ।  ଚଳିତବର୍ଷ କେତେ ଜମିରେ ଖରିଫ ଚାଷ କରାଯାଇଛି, ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଫସଲ ଅବସ୍ଥା କିଭଳି ରହିଛି, ସେ ସଂପର୍କରେ ରିପୋର୍ଟ ଦେବାକୁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ”

କିଛି ସ୍ଥାନରେ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୭ ଦିନ ଭିତରେ ବର୍ଷା ନ ହେଲେ ମରୁଡି ହେବ ବୋଲି  ବୁଧବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story