ଭୁବନେଶ୍ୱର ଜନପଥରେ ପଥୋତ୍ସବ ଧୂମ୍‌, ଲୋକଙ୍କୁ ସଚେତନ କଲା ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ୱର: ଆଜି ରବିବାର। ସବୁଥର ଭଳି ଆଜି ବି ଭୁବନେଶ୍ୱର ଜନପଥରେ ଜମିଛି ପଥୋତ୍ସବ ଧୂମ୍‌। ବିଭିନ୍ନ ସଚେତନତାର ବାର୍ତ୍ତା ଭିତରେ ନାଚଗୀତ ଆଉ ଖେଳକୁଦରେ ମସଗୁଲ ହୋଇଛନ୍ତି ରାଜଧାନୀବାସୀ। ଏସବୁ ଭିତରେ ଆଜି ସାମିଲ ହୋଇଛି ଓଡ଼ିଶା ଭିଜିଲାନ୍ସ। ଲୋକଙ୍କୁ ଦୁର୍ନୀତି ବିରୋଧରେ଼ ସଚେତନ କରିବାକୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ  ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ, ସଙ୍ଗୀତ କାର୍ଯ୍ୟକ୍ରମ,ପ୍ୟାନ୍ସି ଡ୍ରେସ, ବକୃତା ଓ ପେଣ୍ଟିଂ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ […]

bbsr

bbsr

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 12:07 PM IST

Sports

Latest News

ଭୁବନେଶ୍ୱର: ଆଜି ରବିବାର। ସବୁଥର ଭଳି ଆଜି ବି ଭୁବନେଶ୍ୱର ଜନପଥରେ ଜମିଛି ପଥୋତ୍ସବ ଧୂମ୍‌। ବିଭିନ୍ନ ସଚେତନତାର ବାର୍ତ୍ତା ଭିତରେ ନାଚଗୀତ ଆଉ ଖେଳକୁଦରେ ମସଗୁଲ ହୋଇଛନ୍ତି ରାଜଧାନୀବାସୀ। ଏସବୁ ଭିତରେ ଆଜି ସାମିଲ ହୋଇଛି ଓଡ଼ିଶା ଭିଜିଲାନ୍ସ। ଲୋକଙ୍କୁ ଦୁର୍ନୀତି ବିରୋଧରେ଼ ସଚେତନ କରିବାକୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ  ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ, ସଙ୍ଗୀତ କାର୍ଯ୍ୟକ୍ରମ,ପ୍ୟାନ୍ସି ଡ୍ରେସ, ବକୃତା ଓ ପେଣ୍ଟିଂ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରଯିବାକୁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ରାଜ୍ୟ ଭିଜିଲାନ୍ସର ହୀରକ ଜୟନ୍ତୀ ପାଳନ ଅବସରରେ ଏଭଳି ପଦକ୍ଷେପ ହାତକୁ ନିଆଯାଇଥିବା  ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story