ଭୁବନେଶ୍ୱରରେ ଜନଜାଗରଣ ସମାବେଶ ପ୍ରସ୍ତୁତ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପିର ହେବ ଜନଜାଗରଣ ସମାବେଶ। ଏଥିରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି କ୍ୟାମ୍ପ। ଗତକାଲି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସ୍କୁଟି ସମାବେଶ ହୋଇଥିଲା। ମହିଳା କର୍ମୀମାନେ ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ଶ୍ଲୋଗାନ ଦେଇ ବିଜେପି ଅଫିସ୍‌ରୁ ବାହାରି ମାଷ୍ଟର କ୍ୟାଣ୍ଟନ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହାଛଡ଼ା ଭୁବନେଶ୍ୱରର ପ୍ରମୁଖ ଛକ ଗୁଡ଼ିକରେ ଅମିତ ସାହାଙ୍କର ବଡ଼ବଡ଼ ହୋଡ଼ିଂ ଓ ପୋଷ୍ଟର ଲଗାଯାଇଥିବା ଦେଖାବାକୁ […]

bjp

bjp

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 09:19 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପିର ହେବ ଜନଜାଗରଣ ସମାବେଶ। ଏଥିରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଜେପି କ୍ୟାମ୍ପ।

ଗତକାଲି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସ୍କୁଟି ସମାବେଶ ହୋଇଥିଲା। ମହିଳା କର୍ମୀମାନେ ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ଶ୍ଲୋଗାନ ଦେଇ ବିଜେପି ଅଫିସ୍‌ରୁ ବାହାରି ମାଷ୍ଟର କ୍ୟାଣ୍ଟନ ଛକ ପର୍ଯ୍ୟନ୍ତ ଯାଇଥିଲେ।

ଏହାଛଡ଼ା ଭୁବନେଶ୍ୱରର ପ୍ରମୁଖ ଛକ ଗୁଡ଼ିକରେ ଅମିତ ସାହାଙ୍କର ବଡ଼ବଡ଼ ହୋଡ଼ିଂ ଓ ପୋଷ୍ଟର ଲଗାଯାଇଥିବା ଦେଖାବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos