ମୁଁ ହେଉଛି ଖତଗଦା: ଦାମୋଦର ରାଉତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜୟଦେବ ଭବନରେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍‌ର ରାଜ୍ୟ ସ୍ତରୀୟ ସମାରୋହ ପାଳିତ ହୋଇଛି। ଏଥିରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଯୋଗଦେଇ ସରକାରରେ ନିଜ ଭୂମିକାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ମୁଁ ହେଉଛି ଏକ ଖତଗଦା। ଅଳିଆ ସଫା କରିବା ମୋର କାମ। ଦିଗଦର୍ଶନ ଦେବା ପାଇଁ ଅନ୍ୟମାନେ ଅଛନ୍ତି। ଧାନ ସଂଗ୍ରହ ବେଳେ ଯୋଗାଣ ମନ୍ତ୍ରୀଙ୍କ ସହ ମୋ ବିଭାଗର ଅଧିକାରୀମାନେ ବସି ନିଷ୍ପତ୍ତି ନେଉଛନ୍ତି। ଏ ସମ୍ପର୍କରେ […]

dama-rout

dama-rout

Rakesh Mallick
  • Published: Sunday, 20 November 2016
  • Updated: 21 November 2016, 12:44 PM IST

Sports

Latest News

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜୟଦେବ ଭବନରେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍‌ର ରାଜ୍ୟ ସ୍ତରୀୟ ସମାରୋହ ପାଳିତ ହୋଇଛି। ଏଥିରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଯୋଗଦେଇ ସରକାରରେ ନିଜ ଭୂମିକାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ମୁଁ ହେଉଛି ଏକ ଖତଗଦା। ଅଳିଆ ସଫା କରିବା ମୋର କାମ। ଦିଗଦର୍ଶନ ଦେବା ପାଇଁ ଅନ୍ୟମାନେ ଅଛନ୍ତି। ଧାନ ସଂଗ୍ରହ ବେଳେ ଯୋଗାଣ ମନ୍ତ୍ରୀଙ୍କ ସହ ମୋ ବିଭାଗର ଅଧିକାରୀମାନେ ବସି ନିଷ୍ପତ୍ତି ନେଉଛନ୍ତି। ଏ ସମ୍ପର୍କରେ ମୋତେ ସୂଚନା ଦେଉନାହାନ୍ତି। ଇଏ ହେଉଛି ଶାସନ, ତା ଭିତରେ ମୁଁ ମନ୍ତ୍ରୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos