ଜଙ୍ଗଲ ଅଧିକାର ଆଇନ୍‌ କାର୍ଯ୍ୟକାରୀ ଦାବି

ଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନ୍‌କୁ କାର୍ଯ୍ୟକାରୀ କରିବା ଦାବିରେ ଆଜି ଭୁବନେଶ୍ୱରରେ ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା ହୋଇଛି। ଆଦିବାସୀମାନେ ବିଭିନ୍ନ ସ୍ଲୋଗାନ ଦେଇ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ଜଙ୍ଗଲ ଅଧିକାର ଆଇନ୍‌କୁ ୧୦ ବର୍ଷ ପୁରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଆଇନ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଇନି। ଘରୋଇ ସଂସ୍ଥା ଗୁଡ଼ିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଦିଆଯାଉଥିଲେ ମଧ୍ୟ ଆଇନ୍‌ ଅନୁଯାୟୀ ଥଇଥାନ ଓ ନିଯୁକ୍ତି ଦିଆଯାଉନି। […]

adbasi-mali-in-bbsr

adbasi-mali-in-bbsr

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 08:00 PM IST

Sports

Latest News

adbasi-mali-in-bbsrଭୁବନେଶ୍ୱର: ଜଙ୍ଗଲ ଅଧିକାର ଆଇନ୍‌କୁ କାର୍ଯ୍ୟକାରୀ କରିବା ଦାବିରେ ଆଜି ଭୁବନେଶ୍ୱରରେ ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା ହୋଇଛି। ଆଦିବାସୀମାନେ ବିଭିନ୍ନ ସ୍ଲୋଗାନ ଦେଇ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ।

ଜଙ୍ଗଲ ଅଧିକାର ଆଇନ୍‌କୁ ୧୦ ବର୍ଷ ପୁରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଆଇନ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଇନି। ଘରୋଇ ସଂସ୍ଥା ଗୁଡ଼ିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଦିଆଯାଉଥିଲେ ମଧ୍ୟ ଆଇନ୍‌ ଅନୁଯାୟୀ ଥଇଥାନ ଓ ନିଯୁକ୍ତି ଦିଆଯାଉନି। ତେଣୁ ଜଙ୍ଗଲ ଅଧିକାର ଆଇନ୍‌ ଅନୁଯାୟୀ ପଟ୍ଟା ଯୋଗାଇନେବା, ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀଙ୍କ ଅଧିକାର ଏବଂ ଶିଳ୍ପ ସଂସ୍ଥାରେ ଥଇଥାନ କରାଯାଉ ବୋଲି ଆଦିବାସୀମାନେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos