ବିଡିଏ ଅଫସ ଆଗରେ ଲୁଲୁ ସେନାର ବିକ୍ଷୋଭ

ଭୁବନେଶ୍ୱର: ଘର ନିର୍ମାଣ ପାଇଁ ବିଡିଏର ପରିବର୍ତ୍ତିତ ନିୟମକୁ ବିରୋଧ କରି ଆଜି ଲୁଲୁ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ସେନାର ଏକ ପ୍ରତିନିଧି ଦଳ ବିଡିଏ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଜି ଲୁଲୁ ସେନାର ଶତାଧିକ କର୍ମୀ କଂଗ୍ରେସ ଭବନ ନିକଟରେ ଏକତ୍ର ହୋଇଥିଲେ। ପରେ ବାଇକ ଶୋଭାଯାତ୍ରାରେ ବିଡିଏ ଅଫିସ୍‌ ଅଭିମୁଖେ ଯାଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିଡିଏର […]

lulu sena

lulu sena

Rakesh Mallick
  • Published: Monday, 06 February 2017
  • Updated: 06 February 2017, 09:20 PM IST

Sports

Latest News

ଭୁବନେଶ୍ୱର: ଘର ନିର୍ମାଣ ପାଇଁ ବିଡିଏର ପରିବର୍ତ୍ତିତ ନିୟମକୁ ବିରୋଧ କରି ଆଜି ଲୁଲୁ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ସେନାର ଏକ ପ୍ରତିନିଧି ଦଳ ବିଡିଏ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଆଜି ଲୁଲୁ ସେନାର ଶତାଧିକ କର୍ମୀ କଂଗ୍ରେସ ଭବନ ନିକଟରେ ଏକତ୍ର ହୋଇଥିଲେ। ପରେ ବାଇକ ଶୋଭାଯାତ୍ରାରେ ବିଡିଏ ଅଫିସ୍‌ ଅଭିମୁଖେ ଯାଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ବିଡିଏର ପରିବର୍ତ୍ତିତ ନିୟମ ଅନୁସାରେ ୩୦ ଫୁଟରୁ କମ୍‌ ଓସାର ରାସ୍ତା ଓ ସବ୍‌ ପ୍ଲଟ କ୍ଷେତ୍ରରେ ଗୃହ ନିର୍ମାଣ ପାଇଁ ଅନୁମୋଦନ ଦିଆଯାଉ ନ ଥିବାରୁ ୭୦,୦୦୦ରୁ ଅଧିକ ଲୋକ ଘର ତିଆରି କରିବାରୁ ବଞ୍ଚିତ ହେଉଥିବା ସେନା ଅଭିଯୋଗ କରିଛି। ଏହି ନିୟମରେ କୋଳହ ନ ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେନା ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story