ବିଧାୟକ ଦଳ ବୈଠକରେ ପଞ୍ଚାୟତ ରଣନୀତି ଉପରେ ଆଲୋଚନା

ଭୁବନେଶ୍ୱର: ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସ ଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ୧୪ ଜଣ ବିଧାୟକ ଯୋଗଦେଇ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିଥିଲେ। ମାତ୍ର ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇନଥିଲେ। ବୈଠକ ପରେ ନରସିଂହ ମିଶ୍ର କହିଛନ୍ତି,“ଆଜି ବସିଥିବା ବୈଠକରେ ପଞ୍ଚାୟତ ନିର୍ବାଚନ ରଣନୀତି ଉପରେ ଆଲୋଚନା ହୋଇଥିଲା। ହାଇକମାଣ୍ଡ ଯଦି କହିବେ ବିଧାୟକମାନେ ନିର୍ବାଚନରେ ସାମିଲ ହେବେ। ବିଧାନସଭା ରଣନୀତି […]

congress-team

congress-team

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 10:43 PM IST

Sports

Latest News

ଭୁବନେଶ୍ୱର: ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସ ଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ୧୪ ଜଣ ବିଧାୟକ ଯୋଗଦେଇ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିଥିଲେ। ମାତ୍ର ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇନଥିଲେ।

ବୈଠକ ପରେ ନରସିଂହ ମିଶ୍ର କହିଛନ୍ତି,“ଆଜି ବସିଥିବା ବୈଠକରେ ପଞ୍ଚାୟତ ନିର୍ବାଚନ ରଣନୀତି ଉପରେ ଆଲୋଚନା ହୋଇଥିଲା। ହାଇକମାଣ୍ଡ ଯଦି କହିବେ ବିଧାୟକମାନେ ନିର୍ବାଚନରେ ସାମିଲ ହେବେ। ବିଧାନସଭା ରଣନୀତି ପାଇଁ ପରେ ବୈଠକ ବସିବ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିଧାୟକ ଦଳ ବୈଠକକୁ ମୋତେ ଡକାଯାଇନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos