ଜାଭିୟରରେ ‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଓଟିଭି ଓ ଜାଭିୟର ସ୍କୁଲ ଅଫ୍‌ କମ୍ୟୁନିକେସନ୍‌ ମିଳିତ ଆନୁକୂଲ୍ୟରେ ଆଜିଠାରୁ ସେକେଣ୍ଡ୍‌ ଇଣ୍ଟରନ୍ୟାସନାଲ ମିଡିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କନ୍‌କ୍ଲେଭ ଆରମ୍ଭ ହୋଇଛି। ଏଥିରେ ଅତିଥିଭାବେ ଦ ଓୟାର୍‌ର ପ୍ରତିଷ୍ଠାତା ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ସମ୍ପର୍କରେ ଆଲୋକପାତ କରିଥିଲେ। ମୁକ୍ତ, ନିରପେକ୍ଷ ଓ ସ୍ୱାଧୀନତା ସାମ୍ୱାଦିକତା ଗଣମାଧ୍ୟମର ତିନିଟି ସୂତ୍ର। ଏହାକୁ ଆଧାରକରି ସାମ୍ୱାଦ ପରିବେଷଣ କରିବାର ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ। ଏହି […]

role-of-the-media-in-democracy

role-of-the-media-in-democracy

Rakesh Mallick
  • Published: Friday, 25 November 2016
  • Updated: 25 November 2016, 07:03 PM IST

Sports

Latest News

ଭୁବନେଶ୍ୱର: ଓଟିଭି ଓ ଜାଭିୟର ସ୍କୁଲ ଅଫ୍‌ କମ୍ୟୁନିକେସନ୍‌ ମିଳିତ ଆନୁକୂଲ୍ୟରେ ଆଜିଠାରୁ ସେକେଣ୍ଡ୍‌ ଇଣ୍ଟରନ୍ୟାସନାଲ ମିଡିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କନ୍‌କ୍ଲେଭ ଆରମ୍ଭ ହୋଇଛି। ଏଥିରେ ଅତିଥିଭାବେ ଦ ଓୟାର୍‌ର ପ୍ରତିଷ୍ଠାତା ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁକ୍ତ, ନିରପେକ୍ଷ ଓ ସ୍ୱାଧୀନତା ସାମ୍ୱାଦିକତା ଗଣମାଧ୍ୟମର ତିନିଟି ସୂତ୍ର। ଏହାକୁ ଆଧାରକରି ସାମ୍ୱାଦ ପରିବେଷଣ କରିବାର ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ।

ଏହି କନ୍‌କ୍ଲେଭରେ ରାଜ୍ୟ ତଥା ରାଜ୍ୟ ବାହାରୁ ଗଣମାଧ୍ୟମ ପ୍ରତିନିଧି ଓ ଗଣମାଧ୍ୟମ ସହିତ ଜଡ଼ିତ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର ଜାଭିୟର ସ୍କୁଲ ଅଫ୍‌ କମ୍ୟୁନିକେସନ୍‌ କ୍ୟାମ୍ପସରେ ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳାରେ ୩୦୦ରୁ ଅଧିକ ଗଣମାଧ୍ୟମ ଛାତ୍ରଛାତ୍ରୀଙ୍କ ୫୦ଟି ଗବେଷଣା ବଷୟବସ୍ତୁ ସମ୍ପର୍କରେ ଆଲୋଚନା କରାଯିବ। ଏହାଛଡ଼ା ଗଣମାଧ୍ୟମରେ ମହିଳାଙ୍କ ଭୂମିକା ଉପରେ ମଧ୍ୟ ବିଶେଷ ଆଲୋଚନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story