ଡାହୁକ ରଥରୁ ଖସିପଡ଼ିଲେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ପୁଣି ବିଭ୍ରାଟ ହୋଇଛି। ରଥ ଟଣା ଚାଲିଥିବା ବେଳେ ଡାହୁକ ଖସି ପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଚର୍ଚ୍ଚା ହେଉଥିଲା। ପରବର୍ତ୍ତି ମୁହୂର୍ତ୍ତରେ ସେ ପୁଣି ରଥରେ ଚଢ଼ି ସେବା ଆରମ୍ଭ କରିଥିଲେ। ରଥ ଚାଲିବା ବେଳେ ଏହି ସମ୍ପ୍ରଦାୟର ସେବକ ସେବା କରିଥାଆନ୍ତି। ରଥର ଘୋଡ଼ା ଯୋଚା ଯାଇଥିବା ସ୍ଥାନରେ ଚଢ଼ି ଏମାନେ ଶୃଙ୍ଗାର ସଂଗୀତ ଗାଇଥାଆନ୍ତି। ଗତକାଲି ବାରମ୍ୱାର ରଥ ଦଉଡି ଟିଡିବାରୁ […]

fuyfx

fuyfx

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 04:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ପୁଣି ବିଭ୍ରାଟ ହୋଇଛି। ରଥ ଟଣା ଚାଲିଥିବା ବେଳେ ଡାହୁକ ଖସି ପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଚର୍ଚ୍ଚା ହେଉଥିଲା। ପରବର୍ତ୍ତି ମୁହୂର୍ତ୍ତରେ ସେ ପୁଣି ରଥରେ ଚଢ଼ି ସେବା ଆରମ୍ଭ କରିଥିଲେ। ରଥ ଚାଲିବା ବେଳେ ଏହି ସମ୍ପ୍ରଦାୟର ସେବକ ସେବା କରିଥାଆନ୍ତି। ରଥର ଘୋଡ଼ା ଯୋଚା ଯାଇଥିବା ସ୍ଥାନରେ ଚଢ଼ି ଏମାନେ ଶୃଙ୍ଗାର ସଂଗୀତ ଗାଇଥାଆନ୍ତି।

ଗତକାଲି ବାରମ୍ୱାର ରଥ ଦଉଡି ଟିଡିବାରୁ ରଥ ଟଣା ବନ୍ଦ କରାଯାଇଥିଲା। ଆଜି ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲେ। ଭକ୍ତମାନେ ଆନନ୍ଦ ଉଲ୍ଲାସରେ ପ୍ରଭୁ ଲିଙ୍ଗରାଜଙ୍କ ରଥକୁ ରାମେଶ୍ୱର ମନ୍ଦିର ଅଭିମୁଖେ ଟାଣି ନେଉଥିଲେ। ବଢ଼େଇ ବାଙ୍କ ଛକ ନିକଟରେ ଡାହୁକ ଖସି ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story