ଭୁବନେଶ୍ୱର ସ୍ମାର୍ଟସିଟି ପାଇଁ ଗଠନ ହେବ ସ୍ମାର୍ଟସିଟି କମ୍ପାନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାର ପ୍ରଥମ ସ୍ଥାନରେ ରହିବା ପରେ ଉତ୍ସାହିତ ଅଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ସ୍ମାର୍ଟ ସିଟି ପାଇଁ ସ୍ମାର୍ଟ ଭିଜନ ପ୍ରସ୍ତୁତ କରିଛନ୍ତି। ଏକ ସ୍ପେଶାଲ ପର୍ପୋଜ୍ ଭେହିକିଲ (ଏସପିଭି) ଜରିଆରେ ସ୍ମାର୍ଟ ସିଟି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ମାର୍ଟ ସିଟି କମ୍ପାନୀ ଗଠନ କରାଯିବ। ଆଉ ଏଥିରେ ଚଳିତମାସ ଶେଷ ସୁଦ୍ଧା ଜଣେ ସିଇଓଙ୍କୁ ନିଯୁକ୍ତି ଦିଆଯିବ। ଏହି କମ୍ପାନୀରେ ନଗର […]

smart city pain smart-company

smart city pain smart-company

Rakesh Mallick
  • Published: Tuesday, 02 February 2016
  • Updated: 03 February 2016, 02:34 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାର ପ୍ରଥମ ସ୍ଥାନରେ ରହିବା ପରେ ଉତ୍ସାହିତ ଅଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ସ୍ମାର୍ଟ ସିଟି ପାଇଁ ସ୍ମାର୍ଟ ଭିଜନ ପ୍ରସ୍ତୁତ କରିଛନ୍ତି। ଏକ ସ୍ପେଶାଲ ପର୍ପୋଜ୍ ଭେହିକିଲ (ଏସପିଭି) ଜରିଆରେ ସ୍ମାର୍ଟ ସିଟି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ମାର୍ଟ ସିଟି କମ୍ପାନୀ ଗଠନ କରାଯିବ। ଆଉ ଏଥିରେ ଚଳିତମାସ ଶେଷ ସୁଦ୍ଧା ଜଣେ ସିଇଓଙ୍କୁ ନିଯୁକ୍ତି ଦିଆଯିବ। ଏହି କମ୍ପାନୀରେ ନଗର ଉନ୍ନୟନ, ଶକ୍ତି, ପୂର୍ତ୍ତ ଓ ଆଇଟି ବିଭାଗର ଅଧିକାରୀ ନିର୍ଦ୍ଦେଶକ ରହିବେ।

ରାଜ୍ୟ ତଥା ରାଜ୍ୟ ବାହାରର ବିଶେଷଜ୍ଞଙ୍କୁ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯିବ। ସେମାନେ ସିଇଓଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକରିବେ। ସ୍ମାର୍ଟ ସିଟି କମ୍ପାନୀର ନିୟମ ଅନୁଯାୟୀ ସିଇଓ ଓ ଜଣେ ଫାଇନାନ୍ସସିଆଲ୍ ଅଫିସର ନିଯୁକ୍ତ ହେବେ। ଜୁଲାଇ ମାସରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମସି କମିଶନର କ୍ରିଷନ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି, ସହରର ଭିତ୍ତିଭୂମି ବିକାଶ, ଅନବରତ ବିଦ୍ୟୁତ ଓ ଜଳ ଯୋଗାଣ, ପରିମଳ, ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ପିପିପି ମୋଡ ଜରିଆରେ କାମ ଆରମ୍ଭ ହେବ। ବସ୍ତିଗୁଡିକର ଉନ୍ନତି, ପାର୍କିଂ, ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ।

ସୂଚନାଯୋଗ୍ୟ, ସ୍ମାର୍ଟସିଟିର ବିକାଶ ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ୪,୫୦୦କୋଟି। ଏଥିପାଇଁ କେନ୍ଦ୍ର ସରକାର ୫୦୦ କୋଟି ଓ ରାଜ୍ୟ ସରକାର ୫୦୦ କୋଟି ଖର୍ଚ୍ଚ କରିବେ। ବଳକା ୩୫୦୦ କୋଟି ଟଙ୍କା ବିଶ୍ୱ ବ୍ୟାଙ୍କଠାରୁ ଋଣ ଆକାରରେ ଅଣାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story