ନନ୍ଦନକାନନରେ ଏନକ୍ଲୋଜର ଡେଇଁଲା ବାଘ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଗତକାଲି ଏକ ବାଘ ଏନକ୍ଲୋଜର ଡେଇଁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏନକ୍ଲୋଜର ୩୧ ଏରେ ରହୁଥିବା ବାଘୁଣୀ ମେଘା ନିକଟସ୍ଥ ଏନକ୍ଲୋଜରକୁ ଡେଇଁପଡିଥିଲା। ଫଳରେ ସେହି ଏନକ୍ଲୋଜରରେ ଥିବା ବାଘୁଣୀ ବିଜୟା ଏବଂ ତାର ଶାବକ ସାହିଲ ଓ ଆଦ୍ୟାଶା ସହ ମେଘାର ସାମ୍ନାସାମ୍ନି ହୋଇଥିଲା। ଏହାଦ୍ୱାରା ଉଭୟ ମେଘା ଓ ଶାବକମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଏବେ ମେଘାକୁ ଏନ୍‌କ୍ଲୋଜର ବ୍ୟାକ୍‌ରୋଲରେ […]

tt

tt

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 02:47 PM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଗତକାଲି ଏକ ବାଘ ଏନକ୍ଲୋଜର ଡେଇଁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏନକ୍ଲୋଜର ୩୧ ଏରେ ରହୁଥିବା ବାଘୁଣୀ ମେଘା ନିକଟସ୍ଥ ଏନକ୍ଲୋଜରକୁ ଡେଇଁପଡିଥିଲା। ଫଳରେ ସେହି ଏନକ୍ଲୋଜରରେ ଥିବା ବାଘୁଣୀ ବିଜୟା ଏବଂ ତାର ଶାବକ ସାହିଲ ଓ ଆଦ୍ୟାଶା ସହ ମେଘାର ସାମ୍ନାସାମ୍ନି ହୋଇଥିଲା। ଏହାଦ୍ୱାରା ଉଭୟ ମେଘା ଓ ଶାବକମାନେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଏବେ ମେଘାକୁ ଏନ୍‌କ୍ଲୋଜର ବ୍ୟାକ୍‌ରୋଲରେ ରଖାଯାଇଛି।

ଗତକାଲି ଅପରାହ୍ନରେ ବାଘୁଣୀ ମେଘା ଏନକ୍ଲୋଜର ଡେଇଁବା ସମୟରେ ଉପସ୍ଥିତ ପର୍ଯ୍ୟଟକଙ୍କ ମଧ୍ୟରେ କୌତୁହଳ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos