ଭୁବନେଶ୍ୱର: ବିଡିଏସରେ ନାମ ଲେଖା ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଡିଏସରେ ନାମ ଲେଖା ପାଇଁ ଆସନ୍ତା ୨୭ରେ ପୁଣି ଥରେ ହେବ ସ୍ପେଶାଲ ଓଜେଇ। ଏଥିପାଇଁ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ। ସେହିପରି ୨୬ ତାରିଖରେ ଅନଲାଇନରେ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ। ବିଡିଏସର ଚଳିତବର୍ଷ ଆଡମିଶନ ହୋଇନଥିବା ବିଡିଏସ୍ ସିଟ ଗୁଡ଼ିକ ପାଇଁ ସ୍ପେସାଲ ଓଜେଇ କରିବାକୁ ଗତ ୨୨ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ଏନେଇ ସମସ୍ତ […]

student

student

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 07:02 AM IST

Sports

Latest News

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଡିଏସରେ ନାମ ଲେଖା ପାଇଁ ଆସନ୍ତା ୨୭ରେ ପୁଣି ଥରେ ହେବ ସ୍ପେଶାଲ ଓଜେଇ। ଏଥିପାଇଁ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ। ସେହିପରି ୨୬ ତାରିଖରେ ଅନଲାଇନରେ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ। ବିଡିଏସର ଚଳିତବର୍ଷ ଆଡମିଶନ ହୋଇନଥିବା ବିଡିଏସ୍ ସିଟ ଗୁଡ଼ିକ ପାଇଁ ସ୍ପେସାଲ ଓଜେଇ କରିବାକୁ ଗତ ୨୨ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ଏନେଇ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିଦ୍ଦେର୍ଶ ରହିଥିଲା। ଏହାପରେ ୨୭ ତାରିଖରେ ଓଜେଇ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos