ବିୟର ପାର୍ଲରରେ ବିକ୍ରି ହୋଇପାରିବନି ବିଦେଶୀ ମଦ

କଟକ: ବିୟର ପାର୍ଲରରେ ବିକ୍ରି ହୋଇପାରିବନି ବିଦେଶୀ ମଦ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିୟର ପାର୍ଲର ମାଲିକ ସଂଘର ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ସରକାର ନୂଆ କରି ପ୍ରଣୟନ କରିଥିବା ୨୦୧୫ ଏକ୍ସାଇଜ୍ ପଲିସିକୁ ଆଂଶିକ ଭାବେ ରଦ୍ଦ କରିଛନ୍ତି। ୨୦୧୫ ଏକ୍ସାଇଜ ପଲିସିର କ୍ଲଜ ୪-୨  ଅନୁସାରେ ବିୟର ପାର୍ଲର ଗୁଡ଼ିକୁ ଠିପିଖୋଲା ବିଦେଶୀ ମଦ ଦୋକାନରେ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା […]

high court

high court

Rakesh Mallick
  • Published: Friday, 25 December 2015
  • Updated: 25 December 2015, 09:43 AM IST

Sports

Latest News

କଟକ: ବିୟର ପାର୍ଲରରେ ବିକ୍ରି ହୋଇପାରିବନି ବିଦେଶୀ ମଦ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିୟର ପାର୍ଲର ମାଲିକ ସଂଘର ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ସରକାର ନୂଆ କରି ପ୍ରଣୟନ କରିଥିବା ୨୦୧୫ ଏକ୍ସାଇଜ୍ ପଲିସିକୁ ଆଂଶିକ ଭାବେ ରଦ୍ଦ କରିଛନ୍ତି। ୨୦୧୫ ଏକ୍ସାଇଜ ପଲିସିର କ୍ଲଜ ୪-୨  ଅନୁସାରେ ବିୟର ପାର୍ଲର ଗୁଡ଼ିକୁ ଠିପିଖୋଲା ବିଦେଶୀ ମଦ ଦୋକାନରେ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଆସନ୍ତା ଏପ୍ରିଲ ପହିଲା ସୁଦ୍ଧା ଏହା କାର୍ଯ୍ୟକାରୀ ନ କଲେ ବିଅର ପାର୍ଲର ଲାଇସେନ୍ସ ରିନ୍ୟୁ କରାଯିବ ନାହିଁ ବୋଲି ମଧ୍ୟ ବିଜ୍ଞପ୍ତିରେ କୁହାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ବିୟର ପାର୍ଲର ମାଲିକ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ସରକାରଙ୍କ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story