ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅପରାହ୍ଣରେ ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ। ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସି ଏଥର ଅଧିବେଶନରେ ଦଳ କି କି ପ୍ରସଙ୍ଗ ଉଠାଇବ ସେନେଇ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ମଧ୍ୟ ଏନେଇ ଆଲୋଚନା କରିବେ। ତେବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରିଥିବାରୁ କଂଗ୍ରେସ ଏନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ। ଏହାଛଡ଼ା […]

assembly

assembly

Tapaswini Nayak
  • Published: Monday, 28 September 2020
  • Updated: 28 September 2020, 12:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅପରାହ୍ଣରେ ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ।
ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସି ଏଥର ଅଧିବେଶନରେ ଦଳ କି କି ପ୍ରସଙ୍ଗ ଉଠାଇବ ସେନେଇ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ମଧ୍ୟ ଏନେଇ ଆଲୋଚନା କରିବେ।

ତେବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରିଥିବାରୁ କଂଗ୍ରେସ ଏନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ। ଏହାଛଡ଼ା ରାଜ୍ୟରେ କୋଭିଡ-୧୯ ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା, ବନ୍ୟା ସମୟରେ ପ୍ରଭାବିତଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚି ନ ପାରିବା, ନାରୀ ନିର୍ଯାତନା, ଆଇନଶୃଙ୍ଖଳା
ବିପର୍ଯ୍ୟସ୍ତ, ମାସ୍କ କିଣା ଦୁର୍ନୀତି ଓ ଚାଷୀ ସମସ୍ୟାକୁ ବି କଂଗ୍ରେସ ପ୍ରସଙ୍ଗ କରିବ ବୋଲି କୁହାଯାଉଛି।

ସେପଟେ ବିରୋଧୀଙ୍କ ମୁକାବିଲା ନେଇ ଆଜିର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ଶାସକ ବିଜେଡି। ଏହାଛଡ଼ା ପୂର୍ବରୁ ପଡ଼ି ରହିଥିବା ୧୨ଟି ଅଧ୍ୟାଦେଶକୁ ସରକାର ଏହି ଅଧିବେଶନରେ ପାର୍ କରାଇବାକୁ ଯୋଜନା କରୁଛନ୍ତି। ଏଣୁ ଏନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story