ହୁସିଆର ଅପରାଧୀ: ଦଶହରା ପୂଜା ପୂର୍ବରୁ ପୋଲିସ୍‌ର କ୍ଲିନ୍‌ ସୁଇପ୍‌ ଅଭିଯାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅପରାଧୀକ ମାମଲା ଥିବା ଅଭିଯୁକ୍ତଙ୍କୁ ଦଶହରାରେ ନିସ୍ତାର ମିଳିବ ନାହିଁ। କାରଣ ପୂଜା ପୂର୍ବରୁ ଓଡ଼ିଶା ପୋଲିସ୍‌ କ୍ଲିନ୍‌ ସୁଇପ୍‌ ଅଭିଯାନ ଆରମ୍ଭ କରିଛି। କଡା ପଦକ୍ଷେପ ସ୍ୱରୂପ ଦଶହରା ପୂର୍ବରୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କର ଏକ ଚିଠା ପ୍ରସ୍ତୁତ ଲାଗି ଏଥିରେ କୁହାଯାଇଛି। ପେସାଦାର, ଫେରାର ଓ ଏକାଧିକ ମାମଲା ଜଡିତ ଥିବା ଅପରାଧୀଙ୍କ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 05:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅପରାଧୀକ ମାମଲା ଥିବା ଅଭିଯୁକ୍ତଙ୍କୁ ଦଶହରାରେ ନିସ୍ତାର ମିଳିବ ନାହିଁ। କାରଣ ପୂଜା ପୂର୍ବରୁ ଓଡ଼ିଶା ପୋଲିସ୍‌ କ୍ଲିନ୍‌ ସୁଇପ୍‌ ଅଭିଯାନ ଆରମ୍ଭ କରିଛି। କଡା ପଦକ୍ଷେପ ସ୍ୱରୂପ ଦଶହରା ପୂର୍ବରୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କର ଏକ ଚିଠା ପ୍ରସ୍ତୁତ ଲାଗି ଏଥିରେ କୁହାଯାଇଛି।

ପେସାଦାର, ଫେରାର ଓ ଏକାଧିକ ମାମଲା ଜଡିତ ଥିବା ଅପରାଧୀଙ୍କ ଚିଠା ପ୍ରସ୍ତୁତ କରିବା ସହ ଅପରାଧୀଙ୍କୁ ଧର ଓ ଏନ୍‌ଏସ୍‌ଏ ଲଗାଅ ବୋଲି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story