ହୁସିଆର ଅପରାଧୀ: ଦଶହରା ପୂଜା ପୂର୍ବରୁ ପୋଲିସ୍‌ର କ୍ଲିନ୍‌ ସୁଇପ୍‌ ଅଭିଯାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅପରାଧୀକ ମାମଲା ଥିବା ଅଭିଯୁକ୍ତଙ୍କୁ ଦଶହରାରେ ନିସ୍ତାର ମିଳିବ ନାହିଁ। କାରଣ ପୂଜା ପୂର୍ବରୁ ଓଡ଼ିଶା ପୋଲିସ୍‌ କ୍ଲିନ୍‌ ସୁଇପ୍‌ ଅଭିଯାନ ଆରମ୍ଭ କରିଛି। କଡା ପଦକ୍ଷେପ ସ୍ୱରୂପ ଦଶହରା ପୂର୍ବରୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବାକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କର ଏକ ଚିଠା ପ୍ରସ୍ତୁତ ଲାଗି ଏଥିରେ କୁହାଯାଇଛି।

ପେସାଦାର, ଫେରାର ଓ ଏକାଧିକ ମାମଲା ଜଡିତ ଥିବା ଅପରାଧୀଙ୍କ ଚିଠା ପ୍ରସ୍ତୁତ କରିବା ସହ ଅପରାଧୀଙ୍କୁ ଧର ଓ ଏନ୍‌ଏସ୍‌ଏ ଲଗାଅ ବୋଲି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ…

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ