ଏମିତି ସାଧାରଣତନ୍ତ୍ର ଦିବସ ପାଳିଲା “ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌”

ବଲାଙ୍ଗିର(ସସ୍ମିତା ସାହୁ): ବେସାହାରାଙ୍କୁ ଟିକେ ସାହାରା ଦେବା ପାଇଁ  ଆଗେଇ ଆସିଥିଲା “ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ’’।  ଗତକାଲି ସାରା ବଲାଙ୍ଗିର ସହରରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ, ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ ଏ ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଚିନ୍ତା କରିଥିଲା।  ଫାଉଣ୍ଡେସନର କର୍ମକର୍ତ୍ତାମାନେ ସିଧାସଳଖ ଯାଇ ପହଞ୍ଚିଥିଲେ  ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା ସେପ୍‌ଟିକ ୱାର୍ଡରେ, ଯେଉଁଠାରେ ଚିକିତ୍ସିତ ହେଉଛନ୍ତି ପାଞ୍ଚ ଜଣ ବେସାହାରା ରୋଗୀ ।  ଅସହାୟ ଓ […]

Bing Human

Bing Human

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 08:25 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ବେସାହାରାଙ୍କୁ ଟିକେ ସାହାରା ଦେବା ପାଇଁ  ଆଗେଇ ଆସିଥିଲା “ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ’’।  ଗତକାଲି ସାରା ବଲାଙ୍ଗିର ସହରରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ, ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ ଏ ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଚିନ୍ତା କରିଥିଲା।  ଫାଉଣ୍ଡେସନର କର୍ମକର୍ତ୍ତାମାନେ ସିଧାସଳଖ ଯାଇ ପହଞ୍ଚିଥିଲେ  ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା ସେପ୍‌ଟିକ ୱାର୍ଡରେ, ଯେଉଁଠାରେ ଚିକିତ୍ସିତ ହେଉଛନ୍ତି ପାଞ୍ଚ ଜଣ ବେସାହାରା ରୋଗୀ ।  ଅସହାୟ ଓ ନିରାଶ୍ରୟ ହୋଇଥିବାରୁ ଏମାନଙ୍କ ସମୟ ମେଡିକାଲର ଚାରି କାନ୍ଥ ଭିତରେ ହିଁ ବିତୁଛି।  ବିଭିନ୍ନ ରୋଗରେ ପୀଡିତ ହୋଇଥିବା ଏହି ରୋଗୀମାନଙ୍କର କେହି ନାହାନ୍ତି।  ତେଣୁ ଏମାନଙ୍କ ଭରସା କେବଳ ହସପିଟାଲରେ ଦିଆଯାଉଥିବା ଖାଇବା ପଦାର୍ଥ।  ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ ଦ୍ୱାରା ଏହି ରୋଗୀ ମାନଙ୍କୁ ପିନ୍ଧିବା ପାଇଁ ନୂଆ ବସ୍ତ୍ର ଦିଆଯାଇଥିଲା ଏବଂ ସେମାନଙ୍କୁ  ଜାତୀୟ ପତାକା  ମଧ୍ୟ ଦିଆଯାଇଥିଲା। ସେମାନଙ୍କ ସହ ମିଶି ଫାଉଣ୍ଡେସନର କର୍ମକର୍ତ୍ତା ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ଏହା ସହିତ ସେମାନଙ୍କ ପାଇଁ  ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା  । ଆଗକୁ ମଧ୍ୟ ଏମିତି ବେସାହାରା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛି ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ।  ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗିର ସି.ଡି.ଏମ୍.ଓ  ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story