ବେଙ୍ଗାଲୁରୁରେ ଓଡ଼ିଶା ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।  ଏକ ଆଉଟସୋର୍ସିଂ ସଂସ୍ଥା ଜରିଆରେ ବେଙ୍ଗାଲୁରୁ ଯାଇଥିବା ଏହି ଶ୍ରମିକମାନଙ୍କୁ ଠିକା କମ୍ପାନୀ ନିୟମିତ ଦରମା ଦେଉ ନ ଥିବା ଓ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ମୁହଁ ଖୋଲିଲେ ଚାକିରିରୁ ବାହାର କରିବାକୁ ଧମକ ମଧ୍ୟ ଦିଆଯାଉଥିଲା। ଏ ନେଇ ଗତ ସୋମବାର ଶ୍ରମିକମାନେ ସ୍ୱେଛାସେବୀ ସଂଗଠନ କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ କର୍ଣ୍ଣାଟକ କାର୍ମିକ ଭବନ ଆଗରେ ଏକାଠି ଅତିରିକ୍ତ ଶ୍ରମ କମିଶନରଙ୍କୁ ସ୍ମାରକପତ୍ର […]

sramika-nirjatana

sramika-nirjatana

Rakesh Mallick
  • Published: Friday, 18 December 2015
  • Updated: 18 December 2015, 04:33 AM IST

Sports

Latest News

ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଆ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।  ଏକ ଆଉଟସୋର୍ସିଂ ସଂସ୍ଥା ଜରିଆରେ ବେଙ୍ଗାଲୁରୁ ଯାଇଥିବା ଏହି ଶ୍ରମିକମାନଙ୍କୁ ଠିକା କମ୍ପାନୀ ନିୟମିତ ଦରମା ଦେଉ ନ ଥିବା ଓ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ମୁହଁ ଖୋଲିଲେ ଚାକିରିରୁ ବାହାର କରିବାକୁ ଧମକ ମଧ୍ୟ ଦିଆଯାଉଥିଲା।

ଏ ନେଇ ଗତ ସୋମବାର ଶ୍ରମିକମାନେ ସ୍ୱେଛାସେବୀ ସଂଗଠନ କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ କର୍ଣ୍ଣାଟକ କାର୍ମିକ ଭବନ ଆଗରେ ଏକାଠି ଅତିରିକ୍ତ ଶ୍ରମ କମିଶନରଙ୍କୁ ସ୍ମାରକପତ୍ର ଦେଇ ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ଶ୍ରମ କମିଶନର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story