ଖୋଲା ଜିପ୍‌ରେ ପ୍ରଚାର କଲେ ବେଣୁଧର

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପଛରେ ପଡିନାହାନ୍ତି ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ। ଏକ ଖୋଲା ଜିପ୍‌ରେ ବସି ପ୍ରଚାର କରୁଛନ୍ତି ୮୦ ବର୍ଷୀୟ ବେଣୁଧର। କିଛି ଯୁବକ ମିଶି ବେଣୁଧରଙ୍କୁ ଏକ ଖୋଲା ଜିପ୍‌ରେ ବସାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଚାଲି ଚାଲି କିମ୍ବା ସାଇକେଲରେ ପୂରା ନିର୍ବାଚନମଣ୍ଡଳୀ ବୁଲିବା ସମ୍ଭବପର ହେଉନଥିବାରୁ ଜିପ୍‌ରେ ବସି ଭୋଟରଙ୍କ ପାଖକୁ ଯାଉଛନ୍ତି ବେଣୁଧର। ଅନ୍ୟ ଦଳର ନେତାଙ୍କ […]

3-10-12

3-10-12

Tapas Behera
  • Published: Wednesday, 28 October 2020
  • Updated: 28 October 2020, 09:47 PM IST

Sports

Latest News

ବାଲେଶ୍ୱର:(ଓଡ଼ିଶା ରିପୋର୍ଟର) ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପଛରେ ପଡିନାହାନ୍ତି ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ। ଏକ ଖୋଲା ଜିପ୍‌ରେ ବସି ପ୍ରଚାର କରୁଛନ୍ତି ୮୦ ବର୍ଷୀୟ ବେଣୁଧର।

କିଛି ଯୁବକ ମିଶି ବେଣୁଧରଙ୍କୁ ଏକ ଖୋଲା ଜିପ୍‌ରେ ବସାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଚାଲି ଚାଲି କିମ୍ବା ସାଇକେଲରେ ପୂରା ନିର୍ବାଚନମଣ୍ଡଳୀ ବୁଲିବା ସମ୍ଭବପର ହେଉନଥିବାରୁ ଜିପ୍‌ରେ ବସି ଭୋଟରଙ୍କ ପାଖକୁ ଯାଉଛନ୍ତି ବେଣୁଧର।

ଅନ୍ୟ ଦଳର ନେତାଙ୍କ ପାଖରେ ଅର୍ଥ ବଳ ଥିବା ବେଳେ ତାଙ୍କ ପାଖରେ ଲୋକଙ୍କ ସମର୍ଥନ ଥିବା କହିଛନ୍ତି ବେଣୁଧର। ସେ ଏହାକୁ ଆଶ୍ରା କରି ନିର୍ବାଚନ ଜିତିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story