କିରାସିନି କୋଟା ହ୍ରାସ ପ୍ରତିବାଦ: ବ୍ରହ୍ମପୁରରେ ବିଜେଡିର ବିକ୍ଷୋଭ

ବ୍ରହ୍ମପୁର: କେନ୍ଦ୍ର ପକ୍ଷରୁ ରାଜ୍ୟକୁ କିରାସିନି କୋଟା ହ୍ରାସ ପ୍ରତିବାଦରେ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଛି  ବିଜେଡି। ସେହିପରି ବୁଧବାର ସମ୍ବଲପୁରର ଆରଡିସି ଅଫିସ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଭୁବନେଶ୍ୱରରେ ମୋଟରସାଇକେଲ ରାଲି ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲା ବିଜେଡି। ଦଳୀୟ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ କେନ୍ଦ୍ର ବିରୋଧୀ ସ୍ଲୋଗାନ, ନାରାବାଜି ଦେଇ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ। ରାଜ୍ୟକୁ ନିୟମିତ ମିଳୁଥିବା କୋଟାରୁ […]

bjd

bjd

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 08:48 PM IST

Sports

Latest News

ବ୍ରହ୍ମପୁର: କେନ୍ଦ୍ର ପକ୍ଷରୁ ରାଜ୍ୟକୁ କିରାସିନି କୋଟା ହ୍ରାସ ପ୍ରତିବାଦରେ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଛି  ବିଜେଡି। ସେହିପରି ବୁଧବାର ସମ୍ବଲପୁରର ଆରଡିସି ଅଫିସ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ଭୁବନେଶ୍ୱରରେ ମୋଟରସାଇକେଲ ରାଲି ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲା ବିଜେଡି। ଦଳୀୟ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ କେନ୍ଦ୍ର ବିରୋଧୀ ସ୍ଲୋଗାନ, ନାରାବାଜି ଦେଇ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ। ରାଜ୍ୟକୁ ନିୟମିତ ମିଳୁଥିବା କୋଟାରୁ ୨୦୧୬- ୧୭ରେ ପ୍ରାୟ ୨୫ ପ୍ରତିଶତ କିରାସିନି କୋଟା କେନ୍ଦ୍ର ହ୍ରାସ କରିଥିବା ଅଭିଯୋଗ କରିଛି ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story