ବ୍ରହ୍ମପୁର: କୀଟନାଶକ ପିଇ ଚିକିତ୍ସାଧୀନ ଚାଷୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ସିଂହିପୁର ଗାଁର ଲୋଚନ ଭୂୟାଁ। ସେ ଜଣେ ଭାଗଚାଷୀ ଥିଲେ। ଗତ ଗୁରୁବାର ଧାନଖଳାରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଓ ପରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଧାନ ରୁଆ ବାବଦରେ ମୂଲିଆଙ୍କୁ ୩୦ ହଜାର ଟଙ୍କା ଦେବାର ଥିଲା। ହେଲେ  […]

Farmer

Farmer

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 10:13 AM IST

Sports

Latest News

ବ୍ରହ୍ମପୁର: ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ସିଂହିପୁର ଗାଁର ଲୋଚନ ଭୂୟାଁ। ସେ ଜଣେ ଭାଗଚାଷୀ ଥିଲେ। ଗତ ଗୁରୁବାର ଧାନଖଳାରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଓ ପରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଧାନ ରୁଆ ବାବଦରେ ମୂଲିଆଙ୍କୁ ୩୦ ହଜାର ଟଙ୍କା ଦେବାର ଥିଲା। ହେଲେ  ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛିଦିନ ହେବ ଲୋଚନ ଚିନ୍ତାରେ ଥିଲେ। ପରିବାର ଭରଣ ପୋଷଣ ଓ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ୮ଦିନ ତଳେ କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story