କୋରାପୁଟ: ଅସୁସ୍ଥ ଭାଇ,ଭଉଣୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

କୋରାପୁଟ: କୋରାପୁଟ ଜିଲ୍ଲା ନକୂଳଗୁଡ଼ା ଗାଁର ଗୁରୁତର ଅସୁସ୍ଥ ଦୁଇ ବେସାହାରା ଭାଇ ଓ ଭଉଣୀଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଗଲା। ଆଗରୁ କୋରାପୁଟ ମୁଖ୍ୟ ଚିକିତ୍ସାୟରେ ଏମାନଙ୍କ ଚିକିତ୍ସା ଚାଲିଥିଲା। ୧୦ବର୍ଷର ବାଳକ ରାଧା ମୁଦୁଲିର ପେଟରେ ସଂକ୍ରମଣ ଥିବାବେଳେ ତା’ର ୪ବର୍ଷର ଛୋଟ ଉଭଣୀଟି ରକ୍ତ ହୀନତାର ଶିକାର ହୋଇଥିବା ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନକୁଳଗୁଡ଼ା ଗାଁର ଏହି ପିଲାମାନଙ୍କର ପୂର୍ବରୁ ମାଆଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ […]

koraput

koraput

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 09:18 AM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା ନକୂଳଗୁଡ଼ା ଗାଁର ଗୁରୁତର ଅସୁସ୍ଥ ଦୁଇ ବେସାହାରା ଭାଇ ଓ ଭଉଣୀଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଗଲା। ଆଗରୁ କୋରାପୁଟ ମୁଖ୍ୟ ଚିକିତ୍ସାୟରେ ଏମାନଙ୍କ ଚିକିତ୍ସା ଚାଲିଥିଲା। ୧୦ବର୍ଷର ବାଳକ ରାଧା ମୁଦୁଲିର ପେଟରେ ସଂକ୍ରମଣ ଥିବାବେଳେ ତା’ର ୪ବର୍ଷର ଛୋଟ ଉଭଣୀଟି ରକ୍ତ ହୀନତାର ଶିକାର ହୋଇଥିବା ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନକୁଳଗୁଡ଼ା ଗାଁର ଏହି ପିଲାମାନଙ୍କର ପୂର୍ବରୁ ମାଆଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ କିଛି ଦିନ ତଳେ ବାପା ମଧ୍ୟ ଘର ଛାଡ଼ି କେଉଁଆଡେ଼ ଚାଲିଯାଇଛନ୍ତି। ଏଭଳି ଅବସ୍ଥାରେ ଏହି ଛୋଟ ପିଲାଙ୍କ ବୋଝ ପଡିଥିଲା ବଡ ଭଉଣୀ ଉପରେ। କିଛି ଦିନ ତଳେ ପିଲା ଦୁହେଁ ଅସୁସ୍ଥ ହୋଇ ପଡିଥିଲେ ମଧ୍ୟ ଅର୍ଥାଭାବରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିପାରିନଥିଲା ବଡ ଭଉଣୀ। ତେବେ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ସାହାଯ୍ୟରେ ଦୁହିଁଙ୍କୁ କୋରାପୁଟ ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story