ବ୍ରହ୍ମପୁର: ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ରାସ୍ତା

ବ୍ରହ୍ମପୁର: ଲଘୁଚାପ ବର୍ଷାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ଛକ ନିକଟସ୍ଥ ଏକ ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଛି। ଫଳରେ ଏହି ରାସ୍ତାଦେଇ ଗମନାଗମନ ପ୍ରଭାବିତ ହୋଇଛି। ଊପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଣି ମାଡ଼ି ଆସି ରାସ୍ତା ଧୋଇଯାଇଥିବା କୁହାଯାଉଛି। ଛତ୍ରପୁର ନିର୍ବାହୀ ଯନ୍ତ୍ରୀ  ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ଯାନବାହାନ ଚଳାଚଳକୁ ସ୍ୱାଭାବିକ କରାଯିବା ସହ ନିର୍ମାଣାଧୀନ ପୋଲର ମରାମତି କରାଯିବ ବୋଲି ସେ କହିଛନ୍ତି।

road

road

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 10:24 AM IST

Sports

Latest News

road ବ୍ରହ୍ମପୁର: ଲଘୁଚାପ ବର୍ଷାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ଛକ ନିକଟସ୍ଥ ଏକ ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଛି। ଫଳରେ ଏହି ରାସ୍ତାଦେଇ ଗମନାଗମନ ପ୍ରଭାବିତ ହୋଇଛି।

ଊପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଣି ମାଡ଼ି ଆସି ରାସ୍ତା ଧୋଇଯାଇଥିବା କୁହାଯାଉଛି। ଛତ୍ରପୁର ନିର୍ବାହୀ ଯନ୍ତ୍ରୀ  ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ଯାନବାହାନ ଚଳାଚଳକୁ ସ୍ୱାଭାବିକ କରାଯିବା ସହ ନିର୍ମାଣାଧୀନ ପୋଲର ମରାମତି କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos