ଭାଣିଜୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ବିଜେଡି ନେତା !

ଯାଜପୁର (ଓଡ଼ିଶା ରିପୋର୍ଟର):ଯାଜପୁରରେ ଯୁବ ବିଜେଡି ନେତାଙ୍କ ନାଁରେ ସଂଗୀନ ଅଭିଯୋଗ । ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ, ନିଜ ସଂପର୍କୀୟ ଭାଣିଜୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିବା ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି।  ପଇରଖ ଗାଁର ଜିତେନ୍ଦ୍ରଙ୍କ ନାଁରେ ବିଞ୍ଝାରପୁର ଥାନାରେ ନିଜେ ପୀଡ଼ିତା ଏତଲା ଦେଇଛନ୍ତି । ଏହାପରେ ପୁଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ […]

pramila-1

pramila-1

Tapas Behera
  • Published: Wednesday, 25 September 2019
  • Updated: 25 September 2019, 09:36 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର):ଯାଜପୁରରେ ଯୁବ ବିଜେଡି ନେତାଙ୍କ ନାଁରେ ସଂଗୀନ ଅଭିଯୋଗ । ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ, ନିଜ ସଂପର୍କୀୟ ଭାଣିଜୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିବା ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି।  ପଇରଖ ଗାଁର ଜିତେନ୍ଦ୍ରଙ୍କ ନାଁରେ ବିଞ୍ଝାରପୁର ଥାନାରେ ନିଜେ ପୀଡ଼ିତା ଏତଲା ଦେଇଛନ୍ତି ।

ଏହାପରେ ପୁଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ କରିଥିବା ଜଣାପଡିଛି।  ଜିତେନ୍ଦ୍ରଙ୍କ ସହ ସଂପୃକ୍ତ ଯୁବତୀଙ୍କ ଗତ ୭ବର୍ଷ ହେଲା ସଂପର୍କ ଥିଲା ।  ତେବେ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣିବା ପରେ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜିତେନ୍ଦ୍ର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅନୁଗତ ବୋଲି କୁହାଯାଉଛି ।

ଏପରିକି  ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରମିଳାଙ୍କ ସହ ଜିତେନ୍ଦ୍ରଙ୍କ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  ତେବେ ଅଭିଯୋଗ ନେଇ ଜିତେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ପୁଲିସ ମଧ୍ୟ କିଛି କହିବାକୁ ମନା କରିଦେଇଛି।  ସେହିପରି ବିଧାୟକ ପ୍ରମିଳା ମଲ୍ଲିକଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story