ତିନୋଟି ବାଇକ୍ ମଧ୍ୟରେ ଧକ୍କା; ଜଣେ ମୃତ, ୩ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଇଞ୍ଜିନିୟରିଂ କଲେଜ ନିକଟରେ ଆଜି ତିନିଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛି।

ମୃତ ବ୍ୟକ୍ତିଙ୍କ ନାଁ ସଦାଶିବ ପ୍ରଧାନ।