ଭଦ୍ରକ ଅଶାନ୍ତି ପାଇଁ ସ୍ଥାନୀୟ ବିଧାୟକ ଦାୟୀ: ବିଜେପି

ଭୁବନେଶ୍ୱର: ଭଦ୍ରକରେ ସୃଷ୍ଟି ହୋଇଥିବା ଅଶାନ୍ତି ପାଇଁ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଦାୟୀ। ଏପରି ଅଭିଯୋଗ ଆଣିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଏବଂ ତାଙ୍କ ପୁଅଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେଡି ମୁଖପାତ୍ର ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ଯେ ଶାନ୍ତି କମିଟି ବୈଠକ ଚାଲିଥିବା ବେଳେ ସହରରେ ରାଲି କରିବାକୁ ପୋଲିସ କେମିତି ଅନୁମତି ଦେଲା। ବିଧାୟକଙ୍କ ପୁଅଙ୍କ ସହଯୋଗରେ ଏହି ରାଲି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। […]

bjp

bjp

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 09:38 PM IST

Sports

Latest News

ଭୁବନେଶ୍ୱର: ଭଦ୍ରକରେ ସୃଷ୍ଟି ହୋଇଥିବା ଅଶାନ୍ତି ପାଇଁ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଦାୟୀ। ଏପରି ଅଭିଯୋଗ ଆଣିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଏବଂ ତାଙ୍କ ପୁଅଙ୍କୁ ଟାର୍ଗେଟ କରିଛି ବିଜେପି।

ବିଜେଡି ମୁଖପାତ୍ର ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ଯେ ଶାନ୍ତି କମିଟି ବୈଠକ ଚାଲିଥିବା ବେଳେ ସହରରେ ରାଲି କରିବାକୁ ପୋଲିସ କେମିତି ଅନୁମତି ଦେଲା। ବିଧାୟକଙ୍କ ପୁଅଙ୍କ ସହଯୋଗରେ ଏହି ରାଲି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଭଦ୍ରକ ଏସ୍‌ପିଙ୍କୁ ନିଲମ୍ବନ କରିବା ସହ ନଷ୍ଟ ହୋଇଥିବା ସମ୍ପତ୍ତି ବାବଦକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ବିଜେପି ପକ୍ଷରୁ ଦାବି କରାଯାଇଛି।

ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ବିଧାୟକ ମନା କରିଦେଇଛନ୍ତି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଆରୋପ ପ୍ରତ୍ୟାରୋପର ଏହା ସମୟ ନୁହେଁ। ଏପରି କଥା କହିବା ନାହିଁ ଯାହା ପରିସ୍ଥିତିକୁ ଅଧିକ ଅଣାୟତ କରିବ। ସମସ୍ତଙ୍କ ସହଯୋଗରେ ଶାନ୍ତି ଫେରି ପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story