ଭଦ୍ରକ: ଭଦ୍ରକ-ବ୍ରହ୍ମପୁର ଡିଏମୟୁ ଟ୍ରେନରେ ଶୌଚାଳୟ ବ୍ୟବସ୍ଥା କରିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଚରମ୍ପା ଷ୍ଟେସନରେ ରେଳରୋକ କରାଯାଇଥିଲା। ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଟ୍ରେନ୍ ଅଟକାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।