ଭଦ୍ରକ ହିଂସାକୁ ଉସକାଇବା ଅଭିଯୋଗରେ କାଉନସିଲର ଶୁଭଙ୍କର ମହାପାତ୍ର ଗିରଫ

ଭଦ୍ରକ: ଭଦ୍ରକରେ ଦେଖା ଦେଇଥିବା ହିଂସାକୁ ଉସକାଇବା ଅଭିଯୋଗରେ ୧୫ ନମ୍ବର ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ରଙ୍କୁ ପୋଲିସ ଗିରଫ କରିଛି। ଭଦ୍ରକ ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫୧ ଜଣଙ୍କୁ ପୋଲିସ ଗିରଫ କରିସାରିଛି। ହିଂସା ପରେ ସହରରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ତେବେ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଅନ୍ୟପକ୍ଷରେ ହିଂସା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି। […]

subhankar 1

subhankar 1

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 05:43 PM IST

Sports

Latest News

ଭଦ୍ରକ: ଭଦ୍ରକରେ ଦେଖା ଦେଇଥିବା ହିଂସାକୁ ଉସକାଇବା ଅଭିଯୋଗରେ ୧୫ ନମ୍ବର ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ରଙ୍କୁ ପୋଲିସ ଗିରଫ କରିଛି। ଭଦ୍ରକ ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫୧ ଜଣଙ୍କୁ ପୋଲିସ ଗିରଫ କରିସାରିଛି।

ହିଂସା ପରେ ସହରରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ତେବେ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି। ଆଜି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

ଅନ୍ୟପକ୍ଷରେ ହିଂସା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି। ଏଥିପାଇଁ ରାଜସ୍ୱ ଅଧିକାରୀ ଏବଂ ବ୍ଲକ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story