ଚୂନ ଗୋଦାମରେ ଅଗ୍ନିକାଣ୍ଡ ,୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଗଲା

ଭଦ୍ରକ:  ଭଦ୍ରକ ସହରର ଆରଏମ୍ ମାର୍କେଟ କମ୍ପ୍ଲେକ୍ସର ଏକ ଚୂନ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ନିଆଁ ଲାଗିବାରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।  ଗୋଦାମରେ ଥିବା ଚୂନ, ବ୍ଲିଚିଂ, ହ୍ୱାଇଟ ସିମେଣ୍ଟ, ପୁଟ୍ଟି ଓ କାଇମାଟି ଆଦି ପୋଡ଼ି ଯାଇଛି। ସଟ୍ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।  ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

fire

fire

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 09:07 AM IST

ଭଦ୍ରକ:  ଭଦ୍ରକ ସହରର ଆରଏମ୍ ମାର୍କେଟ କମ୍ପ୍ଲେକ୍ସର ଏକ ଚୂନ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ନିଆଁ ଲାଗିବାରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।  ଗୋଦାମରେ ଥିବା ଚୂନ, ବ୍ଲିଚିଂ, ହ୍ୱାଇଟ ସିମେଣ୍ଟ, ପୁଟ୍ଟି ଓ କାଇମାଟି ଆଦି ପୋଡ଼ି ଯାଇଛି।

ସଟ୍ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।  ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story