ଭଦ୍ରକ: ରାସ୍ତାକଡରୁ ଶିଶୁର କଟାମୁଣ୍ଡ ଠାବ

ଭଦ୍ରକ: ଭଦ୍ରକ ଜିଲ୍ଲା ଦୋବଲ-ଧାମନଗର ରାସ୍ତାର କୁରିଗାଁ ନିକଟରେ ଗୁରୁବାର ଏକ ଶିଶୁର କଟାମୁଣ୍ଡ ଠାବ ହୋଇଛି। ଶିଶୁର ପାଟି ପାଖରୁ ମୁଣ୍ଡୁଟିକୁ କଟାଯାଇଛି। ଫଳରେ ଶିଶୁଟି ପୁଅ କି ଝିଅ ସ୍ପଷ୍ଟ ହୋଇପାରି ନାହିଁ। ରାସ୍ତାକଡ଼ରେ ପଡିଥିବା ଏହି କଟା ମୁଣ୍ଡ ନିକଟରେ ଏକ ସିମେଣ୍ଟ ଅଖା ପଡିଛି। ତେଣି କେହି ଶିଶୁଟିର ମୁଣ୍ଡ କାଟି ଏଠାରେ ପକାଇ ଚାଲି ଯାଇଥିବା ଆଶଙ୍କା କରାଯାଉଛି।  ଏହାକୁ ନେଇ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କଟା ମୁଣ୍ଡକୁ […]

sishu kata munda udhar

sishu kata munda udhar

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 06:22 AM IST

Sports

Latest News

ଭଦ୍ରକ: ଭଦ୍ରକ ଜିଲ୍ଲା ଦୋବଲ-ଧାମନଗର ରାସ୍ତାର କୁରିଗାଁ ନିକଟରେ ଗୁରୁବାର ଏକ ଶିଶୁର କଟାମୁଣ୍ଡ ଠାବ ହୋଇଛି। ଶିଶୁର ପାଟି ପାଖରୁ ମୁଣ୍ଡୁଟିକୁ କଟାଯାଇଛି। ଫଳରେ ଶିଶୁଟି ପୁଅ କି ଝିଅ ସ୍ପଷ୍ଟ ହୋଇପାରି ନାହିଁ। ରାସ୍ତାକଡ଼ରେ ପଡିଥିବା ଏହି କଟା ମୁଣ୍ଡ ନିକଟରେ ଏକ ସିମେଣ୍ଟ ଅଖା ପଡିଛି। ତେଣି କେହି ଶିଶୁଟିର ମୁଣ୍ଡ କାଟି ଏଠାରେ ପକାଇ ଚାଲି ଯାଇଥିବା ଆଶଙ୍କା କରାଯାଉଛି।  ଏହାକୁ ନେଇ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କଟା ମୁଣ୍ଡକୁ ଦେଖିବାକୁ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story