ଭଦ୍ରକରେ ୪୮ ଘଣ୍ଟା ସୋସିଆଲ ମିଡିଆ ବନ୍ଦ

ଭଦ୍ରକ: ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭଦ୍ରକ ଅଶାନ୍ତ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ ଭଦ୍ରକରେ ସୋସିଆଲ ମିଡିଆ ଉପରେ ୪୮ ଘଣ୍ଟାର କଟକଣା ଜାରି କରାଯାଇଛି। ଆଜି ରାତି ୭ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ହ୍ୱାଟ୍ସଅପ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ କାମ କରିବ ନାହିଁ। ଖୋଲିଲା କଣ୍ଟ୍ରୋଲ ରୁମ୍‌ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ […]

social-media

social-media

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 07:02 PM IST

Sports

Latest News

ଭଦ୍ରକ: ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭଦ୍ରକ ଅଶାନ୍ତ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ ଭଦ୍ରକରେ ସୋସିଆଲ ମିଡିଆ ଉପରେ ୪୮ ଘଣ୍ଟାର କଟକଣା ଜାରି କରାଯାଇଛି। ଆଜି ରାତି ୭ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ହ୍ୱାଟ୍ସଅପ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ କାମ କରିବ ନାହିଁ।

ଖୋଲିଲା କଣ୍ଟ୍ରୋଲ ରୁମ୍‌

ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର (୧୦୭୭) ଜାରି କରାଯାଇଛି। ସେହିପରି ଜିଲ୍ଲା ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୮୪-୨୫୧୮୮୧ରେ ମଧ୍ୟ ଲୋକେ ପ୍ରଶାସନର ସହାୟତା ନେଇ ପାରିବେ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story