ବଦଳିଲେ ଭଦ୍ରକ ଏସ୍‌ପି ଓ ଏଡିଏମ୍‌

ଭଦ୍ରକ: ଭଦ୍ରକ ହିଂସା ପରେ ଏସ୍‌ପି ଦିଲୀପ ଦାସ ଏବଂ ଏଡିଏମ୍‌ ପ୍ରଭାସ ଭୋଇଙ୍କୁ ବଦଳି କରିଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉଭୟଙ୍କୁ ବଦଳି କରାଯାଇଛି। ଦିଲୀପଙ୍କ ସ୍ଥାନରେ ଯାଜପୁର ଏସ୍‌ପି ଅନୁପ ସାହୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ତାଳଚେର ଉପଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭଦ୍ରକ ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। ଦିଲୀପଙ୍କୁ ପୋଲିସ୍‌ ହେଡକ୍ୱାର୍ଟର୍ସରେ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

bh

bh

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 10:16 PM IST

Sports

Latest News

ଭଦ୍ରକ: ଭଦ୍ରକ ହିଂସା ପରେ ଏସ୍‌ପି ଦିଲୀପ ଦାସ ଏବଂ ଏଡିଏମ୍‌ ପ୍ରଭାସ ଭୋଇଙ୍କୁ ବଦଳି କରିଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉଭୟଙ୍କୁ ବଦଳି କରାଯାଇଛି। ଦିଲୀପଙ୍କ ସ୍ଥାନରେ ଯାଜପୁର ଏସ୍‌ପି ଅନୁପ ସାହୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ତାଳଚେର ଉପଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭଦ୍ରକ ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି।

ଦିଲୀପଙ୍କୁ ପୋଲିସ୍‌ ହେଡକ୍ୱାର୍ଟର୍ସରେ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos