ଅଶାନ୍ତ ଭଦ୍ରକର ଟାଉନ ଥାନା ଅଧିକାରୀଙ୍କ ବଦଳି

ଭଦ୍ରକ: ଅଶାନ୍ତି ଭଦ୍ରକର ଟାଉନ ଥାନା  ଆଇଆଇସି ଯଦୁନାଥ ଜେନାଙ୍କୁ ବଦଳି କରାଯାଇଛି। ତାଙ୍କୁ ତିହିଡି ଥାନାକୁ ବଦଳି କରାଯାଇଥିବା ବେଳେ ସେଠିକାର ଆଇଆଇସି ମନୋଜ ରାଉତଙ୍କୁ ଟାଉନ ଥାନାରେ ନିଯୁକ୍ତି ଦିଆଯାଇଛି।

bhadrak-voilence

bhadrak-voilence

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 08:41 PM IST

Sports

Latest News

ଭଦ୍ରକ: ଅଶାନ୍ତି ଭଦ୍ରକର ଟାଉନ ଥାନା  ଆଇଆଇସି ଯଦୁନାଥ ଜେନାଙ୍କୁ ବଦଳି କରାଯାଇଛି। ତାଙ୍କୁ ତିହିଡି ଥାନାକୁ ବଦଳି କରାଯାଇଥିବା ବେଳେ ସେଠିକାର ଆଇଆଇସି ମନୋଜ ରାଉତଙ୍କୁ ଟାଉନ ଥାନାରେ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos