ଲକଡାଉନ୍ କଟକଣା ଭାଙ୍ଗି ସିମେଣ୍ଟ ବ୍ୟବସାୟୀ ଗିରଫ

ଭଦ୍ରକ (ପାର୍ଥ ସାରଥୀ ନାୟକ): ‘କରୋନା’କୁ ଦେଖି ରାଜ୍ୟ ସରକାର ଭଦ୍ରକ ଟାଉନ୍‌କୁ ଲକ୍ ଡାଉନ୍ କରିଛନ୍ତି। ଏହା ସତ୍ତ୍ୱେ ଜଣେ ସିମେଣ୍ଟ ବ୍ୟବସାୟୀ ଦୋକାନ ଖୋଲି ହରଡ଼ଘଣାରେ ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ଉଲ୍ଲଘଂନ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ୍ ଗବସାହି ଅଞ୍ଚଳର ଜଣେ ସିମେଣ୍ଟ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସକାଳେ ସିମେଣ୍ଟ ବ୍ୟବସାୟୀ ଜଣଙ୍କ ନିଜ ଦୋକାନ ଖୋଲିଥିଲେ। ପୁଲିସ୍ ବାରମ୍ବାର ଦୋକାନ ବନ୍ଦ କରିବାକୁ ତାଙ୍କୁ […]

bhadrtak999

bhadrtak999

Tapaswini Nayak
  • Published: Monday, 23 March 2020
  • Updated: 23 March 2020, 03:18 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ‘କରୋନା’କୁ ଦେଖି ରାଜ୍ୟ ସରକାର ଭଦ୍ରକ ଟାଉନ୍‌କୁ ଲକ୍ ଡାଉନ୍ କରିଛନ୍ତି। ଏହା ସତ୍ତ୍ୱେ ଜଣେ ସିମେଣ୍ଟ ବ୍ୟବସାୟୀ ଦୋକାନ ଖୋଲି ହରଡ଼ଘଣାରେ ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ଉଲ୍ଲଘଂନ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ୍ ଗବସାହି ଅଞ୍ଚଳର ଜଣେ ସିମେଣ୍ଟ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଜି ସକାଳେ ସିମେଣ୍ଟ ବ୍ୟବସାୟୀ ଜଣଙ୍କ ନିଜ ଦୋକାନ ଖୋଲିଥିଲେ। ପୁଲିସ୍ ବାରମ୍ବାର ଦୋକାନ ବନ୍ଦ କରିବାକୁ ତାଙ୍କୁ କହିଥିଲେ। ହେଲେ ସେ ପୁଲିସର କଥାକୁ ଶୁଣି ନଥିଲେ। ଶେଷରେ ପୁଲିସ୍ ଏହି ସିମେଣ୍ଟ ବ୍ୟବସାୟୀଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story